ନିଯୁକ୍ତି ମେଳାକୁ ଉଦ୍ଘାଟନ କଲେ ଜିଲ୍ଲାପାଳ

ଅନୁଗୋଳ (ଏନ ଟି ପି): ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ପାଇବାର ବାଟ ଫିଟାଇଲା ଜିଲ୍ଲାପ୍ରଶାସନ।ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ଉନ୍ମୋଚନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା […]

ଓଲଟିଲା ନୀଳକଣ୍ଠ ,ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ,୨ ମୃତ

ଚୌଦ୍ୱାର କଜଳକଣା ନିକଟରେ ‘ନୀଳକଣ୍ଠ’ ନାମକ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର […]

ଚକୋଲେଟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ;ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ଜିଲ୍ଲାପାଳ

ଚକୋଲେଟ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ । ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ।ସ୍କୁଲର ଜଣେ ଛାତ୍ରଙ୍କ ଆଜି ଜନ୍ମ ଦିନ ଥିଲା । ସେ […]

ଉଜ୍ଜଳା ଯୋଜନା ଅନ୍ୟ ରାଷ୍ଟ୍ର ପାଇଁ ସାଜିଛି ମଡେଲ ଯୋଜନା

ଭୁବନେଶ୍ୱର (ଏନଟିପି): ଉଜ୍ଜଳା ଯୋଜନା ବିଶ୍ୱର ଗରିବୀ ରାଷ୍ଟ୍ର ପାଇଁ ସାଜିଛି ଏକ ମଡେଲ ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ଦରକାର । ଭାରତବର୍ଷର ଘରେଘରେ ଘରେ ସ୍ୱଚ୍ଛ ଇନ୍ଧନ ପଂହଚିବା ଦାୟିତ୍ୱ ନେଇ […]

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

କିଶୋରନଗର (ଏନଟିପି) ଅନୁଗୋଳ ଜିଲ୍ଲା କିଶୋରନଗର ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଅନିଲ ସାମଲ ଉପସ୍ଥିତ ରହି ଶୁଣାଣି କରିବା ସହ ବିଭିନ୍ନ […]

ନ୍ୟାୟ ଦାବୀରେ ଥାନା ଘେରିଲେ ଗ୍ରାମବାସୀ

ଅନୁଗୋଳ (ଏନଟିପି) ନାବାଳିକାକୁ ଅପହରଣ ପରେ ହତ୍ୟା ଘଟଣାରେ ତାତିଲେ ଗ୍ରାମବାସୀ। ରାସ୍ତା ରୋକ ଆନ୍ଦୋଳନ ପରେ ଥାନା ଘେରିଲେ ଗ୍ରାମବାସୀ।ସୂଚନା ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ନିବାସୀ ସରୋଜ ମହାରଣାଙ୍କ […]

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟାଘଟଣା ;ପୋଲିସ ର କାର୍ଯ୍ୟକାରିତା କୁ ନେଇ ଉଠିଲା ପ୍ରଶ୍ନବାଚୀ

ଅନୁଗୋଳ (ଏନଟିପି) : କେମିତି ହେଲା ନାବାଳିକା ର ମୃତ୍ୟୁ ! ନୃଶଂସତାର ସୀମା ଟପିଲାଣି।ଏଠି ନାରୀ ସମାଜ ସମ୍ପୂର୍ଣ୍ଣ ଅସୁରକ୍ଷିତ।ଏକଥାଆମେ କହୁନୁ କହୁଛି ଏହି ରିପୋର୍ଟ।ଗତକାଲି କାଙ୍ଗୁଲା ଗ୍ରାମାର ଜଣେ ନାବାଳିକାଙ୍କୁ ଅପହରଣ […]

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ପାଣିପଞ୍ଚାୟତ ସଚେତନତା ରଥ

ଅନୁଗୋଳ (ଏନଟିପି) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ପାଣି ପଞ୍ଚାୟତ ପକ୍ଷ ପାଳନ ର ସଚେତନତା ରଥ।ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଇଥବା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ […]

ବିଲମାଳରୁ ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର….

ଛେଣ୍ଡିପଦା (ଏନଟିପି) (ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ) ଦରପୋଡା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ପଛପଟେ ଥିବା ଡିଗିନାଳି ବିଲମାଳ ମଝିରେ ଦରପୋଡା ଅବସ୍ଥାରେ ମୃତଦେହ […]

Follow by Email
WhatsApp