ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର Posted on 21/01/201921/01/2019 by NTP Bureau Report କିଶୋରନଗର (ଏନଟିପି) ଅନୁଗୋଳ ଜିଲ୍ଲା କିଶୋରନଗର ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ଅନିଲ ସାମଲ ଉପସ୍ଥିତ ରହି ଶୁଣାଣି କରିବା ସହ ବିଭିନ୍ନ ଲୋକଙ୍କର ସମସ୍ୟା ବୁଝିଥିଲେ।ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଅଧିକାରୀଙ୍କୁ ନିର୍ଦେଶ ମଧ୍ୟ ଦେଇଥିଲେ ଜିଲ୍ଲାପାଳ। ୧୩୦ ରୁ ଉର୍ଧ୍ବ ଲୋକଙ୍କର ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା।ଜିଲ୍ଲାପାଳଙ୍କ ସମେତ PD, DRDA ଅତୁଲ୍ୟ ଚମ୍ପତିରାୟ,କିଶୋରନଗର ବିଡ଼ିଓ, ଆଠମଲ୍ଲିକ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। Share on FacebookTweetFollow usSave Post Views: 155
Odisha ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍,୧୦୦ ରୁ ଉର୍ଦ୍ଧ୍ଵ ଅସୁସ୍ଥ, ଅନେକ ଅଚେତ NTP Bureau Report 14/11/2019 0 ବାଲେଶ୍ୱର (ଏନଟିପି): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାସ୍ଥିତ ଘରୋଇ ଚିଙ୍ଗୁଡି ପ୍ରୋସେସିଂ କମ୍ପାନୀ (FALCON) ରେ ଗ୍ୟାସ ଲିକ୍। ଏହି ଗ୍ୟାସ ଲିକ ହେବା ଫଳରେ ୧୫୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ୧୦୦ରୁ […]
Odisha 5 T ସଚିବଙ୍କ ଅନୁଗୋଳ ଗସ୍ତ NTP Bureau Report 29/10/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ।ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ଦେବଗଡ଼ ପରେ ଅନୁଗୋଳ ରେ ମୋ ସରକାର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ […]
Odisha NTPC Kaniha celebrates International Yoga Day NTP Bureau Report 21/06/2019 0 ANGUL(NTP) : NTPC Talcher Kaniha celebrated 5th International Yoga Day today with theme “Yoga for Heart”. To celebrate the day in a befitting manner, a fitness walk was […]