ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ […]

ସରକାରୀ ଯୋଜନାରୁ କାହିଁକି ବଞ୍ଚିତ ଏହି ପରିବାର

ସରକାରୀ ଯୋଜନାରୁ କାହିଁକି ବଞ୍ଚିତ ଏହି ପରିବାର।ସାନଖେମୁଣ୍ଡି ନିର୍ଵାଚନ ମଣ୍ଡଳୀର ଏହି ମାଉସୀଙ୍କ ପାରିବାର କୁ ନା ମିଳିଛି କାଳିଆ ଟଙ୍କା,ନା ଭତ୍ତା ନ ଇନ୍ଦିରା ଆବାସ।ନିର୍ବାଚନ ଆସିଲେ ମନେ ପଡେ ନେତାଙ୍କ କଥା […]

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ,କଣ କଣ ରହିଛି ସୁବିଧା

ଭୁବନେଶ୍ୱର (ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ) : ଆଜି ଠାରୁ ନବିକୃତ ବଗି ସଂଯୋଗ ଦ୍ୱାରା ଚଳାଚଳ ବହୁ ଗୁଡିଏ ଅତିରିକ୍ତ ସୁବିଧା ସହିତ ଯାତ୍ରୀ ପରିଷେବା ଉପଲବ୍ଧ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ […]

କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ କରି ଟାୟାର ଜାଳି ରାସ୍ତାଅବରୋଧ

କନ୍ଧମାଳ: ବିଜେଡି ତାର ପ୍ରଥମ ପର୍ଯ୍ୟାୟ ରାଜ୍ୟସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।କନ୍ଧମାଳ ଲୋକସଭା ପାଇଁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ନାମ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଵିରୋଧ। […]

ବିଜେଡିର ପ୍ରଥମ ପ୍ରାର୍ଥୀତାଲିକା ଘୋଷଣା

ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ ଭବାନୀପାଟଣା : ଦୁଷ୍ମନ୍ତ ନାୟକ ନର୍ଲା : ଭୂପିନ୍ଦର ସିଂହ ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ […]

ପ୍ରଥମ ପର୍ଯ୍ୟାୟ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ମାର୍ଚ୍ଚ ରହିଛି ନାମାନଙ୍କ ଦାଖଲର ଶେଷ ଦିନ । ଏପ୍ରିଲ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ […]

ଅଚ୍ୟୁତଙ୍କୁ ମିଳିଲା ବିଜନେସ ଲାଇନ ଚେଞ୍ଜମେକର ସମ୍ମାନ

ଭୁବନେଶ୍ବର : ରାଜ୍ୟସଭା ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗୋଟିଏ ଗୋଟିଏ ସମ୍ମାନ ପାଇ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଚାଲିଛନ୍ତି ।ବିଜନେସ ଲାଇନ ଚେଞ୍ଜମେକର ସମ୍ମାନ-୨୦୧୯ରେ […]

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ: ଫୋକସରେ ପଶ୍ଚିମାଞ୍ଚଳ

ଭୁବନେଶ୍ୱର : ସାଧାରଣ ନୁର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଚାଲିଛି ଅଙ୍କକଷା।ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳ କସରତ ଆରମ୍ଭ କରି ସାରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭଳି ଏହି ଅଂଚଳରେ […]

ପୁରୀରୁ ଲଢ଼ିବେ ମୋଦି ,କନ୍ଧମାଳରୁ ଧର୍ମେନ୍ଦ୍ର

ନୂଆଦିଲ୍ଲୀ (NEWS TIME PRO): ଓଡ଼ିଶାର ୨୧ଟି ଲୋକ ସଭା ଆସନ ପାଇଁ ବିଜେପି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା କରାଯାଇ ନ […]

ଯୁକ୍ତ ୩ ତୃତୀୟ ବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ନରସିଂହପୁର ନରସିଂହପୁର ବ୍ଲକ ଅନର୍ଗତ କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ତରଫରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଅର୍ପଣ କରିଛନ୍ତି। ଏହି ଉସ୍ତବରେ ମୁଖ୍ୟ ଅତିଥି ଭାବେ ଅର୍ଥନୀତି […]

Follow by Email
WhatsApp