ଘୋଷଯାତ୍ରା ସୁରକ୍ଷା ବୈଠକ ,କେଉଁ କେଉଁ ଦିଗ ଉପରେ ଦିଆଯାଇଛି ଗୁରୁତ୍ୱ Posted on 19/06/201919/06/2019 by NTP Bureau Report ଭୁବନେଶ୍ୱର (NTP): ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଘୋଷଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG କମାଣ୍ଡୋ,୨ କମ୍ପାନୀ CRPF, ୨ କମ୍ପାନୀ RAF । ପୁରୀ ରଥଯାତ୍ରା ସମୟରେ ପୁରୀର ୧୧୦୦ ଫିଟ୍ ଉପରେ ବିମାନ ଚଳାଚଳ ନକରିବାକୁ ପରାମର୍ଶ ଦିଆଯାଇଛି। ଫନି ପାଇଁ ସିସିଟିଭି ଗୁଡିକ ନଷ୍ଟ ହୋଇଯାଇଛି। ସେଗୁଡିକର କାମ ଚାଲିଥିବା ବେଳେ ଅସ୍ଥାୟୀ ଭାବେ କିଛି ସ୍ଥାନରେ ସିସିଟିଭି ଲଗାଯିବ। ଟ୍ରାଫିକ୍ ଓ ପାର୍କିଂ ପାଇଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଭକ୍ତମାନେ ଶାନ୍ତିଶୃଙ୍ଖଳାରେ କିପରି ଦର୍ଶନ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି। Share on FacebookTweetFollow usSave Post Views: 207
Odisha କରୋନା କଟକଣା ଭିତରେ ଢେଙ୍କାନାଳରେ ସ୍ୱାଧୀନତା ଦିବସ ପାଳିତ NTP Bureau Report 15/08/2020 0 ଢେଙ୍କାନାଳ(ଏନ ଟି ପି): କରୋନା କଟକଣା ଭିତରେ ଢେଙ୍କାନାଳରେ ମଧ୍ୟ ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଜିଲ୍ଲା ସଦର ମହକୁମା ର ମୁଖ୍ୟ ଷ୍ଟାଡିୟମ ଠାରେ ଅତିଥି ଭାବେ ଜିଲ୍ଲା ପାଳ […]
Odisha ପାଉଁଶ ଟ୍ରକ ଧକ୍କାରେ ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେଲେ ପରିବହନ କାରୀ ସଂସ୍ଥା NTP Bureau Report 24/03/2021 0 ଅନୁଗୋଳ(ଏନଟିପି): ପାଉଁଶ ଟ୍ରକ ଧକ୍କାରେ କଣିହାଁ ବ୍ଳକ କମରେଇ ଗ୍ରାମ ପଞ୍ଚାୟତ ଦୁଇ ଯୁବକ ପ୍ରାଣ ହରାଇଥିଲେ । ପରବର୍ତ୍ତୀ କାଳରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଆନ୍ଦୋଳନ ଦେଖାଦେଇଥିଲା । ସ୍ଥାନୀୟ ସ୍ୱେଚ୍ଛାସେବୀ, ସଂଗଠନ […]
Odisha ଜଙ୍ଗଲ ଜଗୁଆଳିକୁ ଦଳିଦେଲା ହାତୀ NTP Bureau Report 25/04/2020 0 ଛେଣ୍ଡିପଦା(ଏନଟିପି): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅଧିନ କଣଲୋଇ ଜଙ୍ଗଲ ଇଲାକା ମଧ୍ୟରେ ଥିବା ଆଉଁଳି ଜଳସେଚନ ପ୍ରକଳ୍ପ ନିକଟରେ ଶନିବାର ସକାଳ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ଜଙ୍ଗଲ ଜଗୁଆଳି ଙ୍କ […]