ରୋଷେଇ ଘରୁ ଲାଗିଲା ନିଆଁ,ଜଳିପୋଡି ଗଲା ସମ୍ପତି

ଅନୁଗୋଳ

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ପାତ୍ରପଡା କମାର ସାହିରେ ଅଗ୍ନିକାଣ୍ତ ।ଅଗ୍ନିକାଣ୍ଡରେ ୪୦ ବଖରାରୁ ଉର୍ଧ୍ବ ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଘର ର ସବୁ ଆସବାଵ ପତ୍ର ସହ ଧାନ ଚାଉଳ ସହ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଛି।ଘରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଏହାଜ ଅଘଟଣ ଘଟିଛି।ସ୍ଥାନୀୟ ଲୋକେ ନିଆଁ କୁ ସାମାନ୍ୟ ମାତ୍ର ଆୟତ କରିଥିଲେ ପରେ ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିବା ଜଣାପଡିଛି।

Follow by Email
WhatsApp