ହୋଲି ପାଇଁ ଦହିହାଣ୍ଡି ଭଙ୍ଗା

ବାଲେଶ୍ୱର ଏନଟିପି(ସୁନୀଲ ପ୍ରଧାନ)

ବାଲେଶ୍ୱର ￰ଜିଲ୍ଲା ଭୋଗରାଇ ବ୍ଲକ କରିହଣ୍ଡା ଗ୍ରାମରେ ହୋଲି ଉପଲକ୍ଷେ ଦହିହାଣ୍ଡି ￰ଭଙ୍ଗା କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା ।ଗ୍ରାମର ସବୁ ପିଲାମାନଙ୍କ ଦ୍ୱାରା ଏହି କାର୍ୟକ୍ରମ ହୋଇଥିଲା।ପ୍ରାୟ 300 ରୁ ଅଧିକ ଲୋକ ଯୋଗଦେଇଥିଲା।ପଲ୍ଲୀ ଉନୟନ କମିଟି ତରଫରୁ କାର୍ୟକ୍ରମଟି ହାଇଥିଲା।ମୁଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ମାଝୀ ଯୋଗ ଦେଇଥିଲେ। ଉକ୍ତ ସଭାରେ ଗ୍ରାମ ତଥା ଗ୍ରାମ ବାହାରେ କିଛି ବିଦ୍ୱାନ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

Follow by Email
WhatsApp