ବିଜେପୁରରେ ମୁଖ୍ୟମନ୍ତ୍ରୀ କରିବେ ପ୍ରାର୍ଥୀପତ୍ର ଦାଖଲ Posted on 25/03/201925/03/2019 by NTP Bureau Report ବିଜେପୁର(ଏନଟିପି): ଆଜି ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିବେ । ନବୀନଙ୍କ ପ୍ରସ୍ତାବକ ରହିବେ ବିଧାୟିକା ରୀତା ସାହୁ । ରୀତାଙ୍କ ବ୍ୟତୀତ ଅନ୍ୟ ତିନି ଜଣ ପ୍ରସ୍ତାବକ ରହିବେ । ନାମାନଙ୍କ ଦାଖଲ ବେଳେ ଦଳର ବହୁ ନେତା ଉପସ୍ଥିତ ରହିବେ । ଗତ ଉପନିର୍ବାଚନ ବେଳେ ବିଜେପୁରର ବିକାଶର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ସେ ନିଜେ ଏହି ଆସନରୁ ପ୍ରତିନିଧିତ୍ୱ କରିବେ । ତେଣୁ ବେଶ ଉତ୍ସାହିତ ବିଜେପୁରବାସୀ । ବିଜେପୁର ବିଧାନସଭା ସହ ହିଞ୍ଜିଳିରୁ ବି ଲଢୁଛନ୍ତି ନବୀନ । ପୂର୍ବରୁ ୨୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ମାନାଙ୍କନ ଦାଖଲ କରିଥିବା ବେଳେ ଆଜି ବିଜେପୁର ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ। Share on FacebookTweetFollow usSave Post Views: 333
Odisha Political Tadka ଆସନ୍ତାକାଲି ବିଜେପୁର ପ୍ରଚାରରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NTP Bureau Report 10/10/2019 0 ଭୁବନେଶ୍ୱର(ଏନଟିପି): ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିବେ । ସେ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ […]
Odisha Political Tadka ଜୁନ୍ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ NTP Bureau Report 31/05/2019 0 ଜୁନ୍ ୧୭ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବାଚସ୍ପତି ସମସ୍ତ […]
Political Tadka ତାଳବେଡା ଠାରେ ମୋ ବୁଥ ସବୁଠୁ ମଜବୁତ NTP Bureau Report 28/02/2019 0 ଏନଟିପି(ତାଳଚେର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨ଟା ସମୟରେ ଭିଡ଼ିଓ କନଫରେନସିଂ ଜରିଆରେ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ୧ କୋଟିରୁ ଉର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା, ସ୍ବେଚ୍ଛାସେବୀ ଓ ଅନ୍ୟାନ୍ୟ ବିଶିଷ୍ଟ […]