ବାଘ ଛାଲ ଜବତ,୩ ଗିରଫ Posted on 25/03/201925/03/2019 by NTP Bureau Report ମୟୁରଭଞ୍ଜ(ଏନଟିପି): ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ର କଙ୍କଡ଼ା ଗ୍ରାମ ନିକଟରୁ ଏକ ବାଘ ଛାଲ ଜବତ।୩ ଅଭିଯୁକ୍ତ ଗିରଫ।ଏକ କଲରାପତରିଆ ବାଘ ଛାଲ ଧରି ଯାଉଥିବା ସମୟରେ ବନବିଭାଗ ର ଅଧିକାରୀ ମାନେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେମାନଙ୍କ ସୂଚନା ମୁତାବକ ଆଉ ଜଣେ ଅଭିଯୁକ୍ତ କୁ ମଧ୍ୟ ଗିରଫ କରିଛି ବନ ବିଭାଗ। ସେମାନଙ୍କ ନିକଟରୁ ଗୋଟିଏ ବାଘ ଛାଲ ସମେତ ଏକ ମୋଟର ସାଇକେଲ ମଧ୍ୟ ଜବତ କରିଛନ୍ତି ବନ ବିଭାଗ ର କର୍ମଚାରୀ ମାନେ। ଅଭିଯୁକ୍ତ ମାନେ ହେଲେ କରଞ୍ଜିଆ ଅଂଚଳ ର ମହମ୍ମଦ ରହିମ, ମହମ୍ମଦ ଆସାନ ଏବଂ ଶିରିଶ ଚନ୍ଦ୍ର ମହାନ୍ତ। ସମସ୍ତ ଅଭିଯୁକ୍ତ ମାନଙ୍କୁ କରଞ୍ଜିଆ ଏସ ଡି ଜେ ଏମ ଙ୍କ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ କରଞ୍ଜିଆ ଜେଲକୁ ପଠାଇ ଦିଆଯାଇଛି। Share on FacebookTweetFollow usSave Post Views: 363
Odisha AOG OUTREACH PROGRAM OF KIIT AND KISS AWARDED GLOBALLY NTP Bureau Report 31/05/2021 0 Bhubaneswar(NewsTimePro): Giving, the key to success, fulfillment, prosperity and a life of prosperity. ..”We make a living by what we get, but we make a […]
Odisha ବେବିନାକୁ ନ୍ୟାୟ ପାଇଁ ଲଢେଇ କରିବ ବିଜେପି ମହିଳାମୋର୍ଚ୍ଚା NTP Bureau Report 13/01/2019 0 ଅନୁଗୋଳ (ଏନ. ଟି. ପି.) ବେବିନାକୁ ନ୍ୟାୟ ମିଳିବ କେବେ ? ଏ ତମାମ ପ୍ରସଙ୍ଗ ଭିତରେ ସତେ ଯେମିତି ଛନ୍ଦି ହୋଇଯାଇଛନ୍ତି ରାଜ୍ୟ ସରକାର ।ବେବିନାକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିନବ ଉପାୟରେ […]
Odisha କନ୍ଧମାଳର ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତିି। ସହର ଅପେକ୍ଷା […]