କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ Posted on 25/03/201925/03/2019 by NTP Bureau Report କନ୍ଧମାଳ : କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ନାମାଙ୍କନ କରିଛନ୍ତି। ଦଳର ସବୁ ବିଜେଡି ନେତୃବୃନ୍ଦ,ସବୁବର୍ଗର ପ୍ରତିନିଧି ଓ ଶୁଭେଚ୍ଛୁଙ୍କ ସହ ଯାଇ ନାମାଙ୍କନ ଦାଖଲ କରିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। ନିରାଡମ୍ବର ଭାବେ ବିଜେଡି ସମର୍ଥକ ଓ ନିଜର ଶୁଭେଚ୍ଛୁଙ୍କ ସହ ମାଦିକୁନ୍ଦା ଛକରୁ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । Share on FacebookTweetFollow usSave Post Views: 334
Odisha ଦୁଶ୍ଚିନ୍ତାରେ ବାଲିଗୁଡ଼ାର ବାଉଁଶ କାରୀଗର :ସାମଗ୍ରୀ ଅଛି ହେଲେ, କିଣାବିକା ନାହିଁ NTP Bureau Report 21/04/2020 0 କନ୍ଧମାଳ(ଏନଟିପି): ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି । ଗୋଷ୍ଠୀ […]
Odisha 72 ଦିନ ପରେ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ NTP Bureau Report 06/05/2020 0 କନ୍ଧମାଳ, ୫/୫.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ର ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ୍ । […]
Odisha କଲରାପତରିଆ ବାଘର ମୃତଦେହ ଠାବ NTP Bureau Report 16/01/2019 0 ଏନଟିପି(ପାଳଲହଡା) କଲରାପତରିଆ ବାଘର ମୃତଦେହ ଠାବ ଅନୁଗୋଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ ଚୁଆ ଗ୍ରାମ ନିକଟ ଦେଇ ଯାଇଥିବା ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ପାଖରୁ କଲରା ପତରିଆ ବାଘର ମୃତଦେହ ଠାବ […]