ଏମିତି ହେଲା ଯୋଜନା,ଘର ପାଖରେ ପହଞ୍ଚିବ ଗ୍ୟାସ…..

ଏନଟିପି(ଅନୁଗୁଳ)ଆଉ ରୋଷେଇ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିିତରକଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଅନୁଗୁଳ ଜିଲ୍ଲାରୁ ଏହି ଯୋଜନା ଆରମ୍ଭ ହୋଇଛି। […]

ଆଜିର ଖବର….

ଖବର ଆଜିର ତାରିଖ ୦୫/୦୧/୨୦୧୯, ଶନିବାର ୧-ମହାକାଳପଡା: ବୋଟ୍ ବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁ ଲା। ୨- ଆଜି ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ, ୪ ଲେନ୍‌ ବିଶିଷ୍ଟ ୩ଟି ଜାତୀୟ ରାଜପଥ […]

ନାବାର୍ଡ ଦ୍ୱାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର(PLP)କୁ ଉନ୍ମୋଚନ କଲେ ଜିଲ୍ଲାପାଳ….

ଏନଟିପି (ଅନୁଗୁଳ)ଅନୁଗୁଳ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନାବାର୍ଡ ଦ୍ଵାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର କୁ ଆଜି ଜିଲାପାଳ ତାଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ ପ୍ରକୋଷ୍ଠରେ […]

ଅନୁଗୁଳ ରେ ହେବ ନିଯୁକ୍ତିମେଳା…..

ଅନୁଗୁଳ ଜିଲ୍ଲାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୨ ତାରିଖ ସକାଳ ଦଶଟା ରୁ ଅପରାହ୍ନ ତିନିଟା ଯାଏଁ ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆରେ […]

ବାଲଜ୍ୟୋତି କାର୍ଯ୍ୟକ୍ରମରେ ୩୦୦୦ପିଲାଙ୍କୁ ମିଳିବ ଚଷମା……..

ଏନଟିପି(ଅନୁଗୁଳ): ଅନୁଗୁଳ ଜିଲ୍ଲା ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ବାଲ ଜ୍ୟୋତି କାର୍ଯ୍ୟକ୍ରମ ରେ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, […]

କାହିଁକି ବୁଡିଲା ଡଙ୍ଗା ? ବୃଦ୍ଧ କହିଲେ, ଡଙ୍ଗାବୁଡି ପଛର ପୂରା କାହାଣୀ ।

କେନ୍ଦ୍ରାପଡା ମହାକାଳପଡା ନିପାଣିଆରେ ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ଏହାଛଡା ଅଗ୍ନିଶମ […]

ଡଙ୍ଗା ବୁଡି ୮ ନିଖୋଜ,୧ ମୃତ

ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଡଂଗା ବୁଡିଗଲା : ଜଣେ ମହିଳା ମୃତ, ୪ଶିଶୁଙ୍କ ସମେତ ୮ ନିଖୋଜ ସମୁଦ୍ର ମଧ୍ୟରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଏକ ଡଂଗା କେନ୍ଦ୍ରାପଡ଼ା […]

ନନ୍ଦନକାନନର ହେବ ନବକଳେବର

ଏନ ଟି ପି : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହେବ ନବକଳେବର । ପ୍ରାଣୀ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବେ ଆନାକୋଣ୍ଡା ଓ ଜିରାଫ । ନନ୍ଦନକାନନର ପ୍ରତିଷ୍ଠା ଦିବସରେ ଏହା କହିଛନ୍ତି ଚିଫ […]

ସହିଦ ପୋଲିସଙ୍କ ପାଇଁ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ.

ଏନଟିପି :ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । […]

Follow by Email
WhatsApp