ନାବାର୍ଡ ଦ୍ୱାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର(PLP)କୁ ଉନ୍ମୋଚନ କଲେ ଜିଲ୍ଲାପାଳ….

ଏନଟିପି (ଅନୁଗୁଳ)ଅନୁଗୁଳ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନାବାର୍ଡ ଦ୍ଵାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର କୁ ଆଜି ଜିଲାପାଳ ତାଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ ପ୍ରକୋଷ୍ଠରେ ଉନ୍ମୋଚନ କରିଥିଲେ। ଏଥିରେ ପରିକଳ୍ପିତ ଆକଳନ ଋଣ ରାଶି ୨୩୨୬.୫୦ କୋଟି ଜିଲ୍ଲାର ଅର୍ଥନୈତିକ ବିକାଶ ପାଇଁ ସ୍ଥିରୀକୃତ ହେଇଛି ଯାହା ଗତ ବର୍ଷ ତୁଳନାରେ ୪୬ ପ୍ରତିଶତ ଅଧିକ।ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ନାବାର୍ଡର ଡିଡିଏମ ଶରତ ବେହେରା,ଏଲ.ଡି.ଏମ. ଶ୍ରୀ ମହେଶ୍ୱର ଗୌଡ଼,ୟୁକୋ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ଶ୍ରୀ ବିଶ୍ୱନାଥ ପରିଡା,ଭାରତୀୟ ଷ୍ଟେଟବ୍ୟାଙ୍କ ର ମୁଖ୍ୟ ପରିଚାଳକ ଶ୍ରୀ ସୁବାସ ବେହେରା ଙ୍କ ସହ ଅନ୍ୟାନ୍ୟ ବ୍ୟାଙ୍କ କର୍ମକର୍ତା ଉପସ୍ଥିତ ଥିଲେ।

PLP :POTENTIAL LINK CREDIT PLAN(ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର)

Follow by Email
WhatsApp