ହତ୍ୟାକାରୀକୁ କେବେ ଧରିବ ପୋଲିସ….

ଏନଟିପି

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ହତାନାଳି ଗ୍ରାମ ର ଦାଶରଥି ବେହେରା ଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଡିସେମ୍ବର ୧୩ ତାରିଖରେ ହତ୍ୟା କରିଥିବା ଅଭିଯୋଗ କରିଥିଲେ।ମୃତକଙ୍କ ପରିବାର ଲୋକେ। ଟୁନା ବେହେରା ଓ ମୁନା ବେହେରା ଦାଶରଥିଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ଏନେଇ ପରିବାର ଲୋକେ ନ୍ୟାୟ ଦାବିରେ ଆଜି ସମାଜସେବୀ ସଂଗ୍ରାମ ମହାପାତ୍ର ଙ୍କା ନେତୃତ୍ୱରେ ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ ପି ପ୍ରତିଶୃତି ଦେଇଛନ୍ତି।ସେପଟେ ଅଭିଯୁକ୍ତ କୁ ଗିରଫ କରାନଗଲେ ଆନ୍ଦୋଳନ କରାଯିବ ବୋଲି ଦେଇଛନ୍ତି ଚେତାବନୀ।ଏଠି ପ୍ରଶ୍ନ ଉଠୁଛି କେବେ ପୋଲିସ ହାତରେ ଧରାପଡୁଛି ଅଭିଯୁକ୍ତ।ବାଇଟ :ମୃତକଙ୍କ ସ୍ତ୍ରୀବାଇଟ :ଅଜିତ ସାହୁ,ସମାଜସେବୀବାଇଟ :ସଂଗ୍ରାମ ମହାପାତ୍ର,ସମାଜସେବୀ

Follow by Email
WhatsApp