ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍‌

ଅନୁଗୋଳ(ଏନଟିପି) ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍‌ ସିରପ୍‌କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି କଫ୍‌ ସିରପର ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ଅସାଧୁ […]

ତହସିଲ ଅଫିସରୁ ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଦେବାକୁ ପଡ଼ିବନି ଫି

ଭୁବନେଶ୍ୱରୁ ୨୨/୧୦: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତହସିଲ ଅଫିସରୁ ମିଳୁଥିବା ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଏଣିକି ଆବେଦନ ଫି’ କିମ୍ବା ୟୁଜର୍ସ ଫି’ ଦେବାକୁ ପଡ଼ିବନି । ଏହାକୁ […]

ନାବାଳିକାଙ୍କୁ ଅସଦାଚରଣ ଜଣେ ଗିରଫ

ଗାଙ୍ଗପୁର ଥାନା ଅନ୍ତର୍ଗତ ବାଲିଭାଗ ଅଂଚଳର ଜଣେ ସପ୍ତମ ଶ୍ରେଣୀର ହରିଜନ ନାବାଳିକା ଝିଅ ଆଠ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି ।ଗ୍ରାମରେ କୁଳସମାଜରେ ଏ ନେଇ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ […]

ବନବିଭାଗ ହାବୁଡ଼ରେ ପଡିଲେ କାଠ ମାଫିଆ

ବଲାଙ୍ଗିର(ଏନଟିପି): ବନ ବିଭାଗ ସାରା ସହର ରେ ପେଟ୍ରୋଲିଂ ଚଳେଇଥିବାବେଳେ ଗୋଟିଏ କାଠପଟା ବୋଝେଇ ଟାଟା ଏସି ଗାଡି ଠାବକରି ଜବତ କରିଛି। ଉକ୍ତ ଗାଡିଟି ଲୋଇସିଂହା ରୁ ବଲାଙ୍ଗିର ମାଲପଡା ସ୍ଥିତ ମେଟାକାନି […]

ପୁରୀକୁ କରାଯିବ ବିଶ୍ୱସ୍ତରୀୟ ଐତିହ୍ୟ ସହର

ପୁରୀ(ଏନଟିପି): ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରାଯିବ । ଆଗାମୀ ୩ ବର୍ଷରେ ୩୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ହେରିଟେଜ ସିକ୍ୟୁରିଟି ଜୋନ, ଶ୍ରୀସେତୁ ପ୍ରକଳ୍ପ, ବ୍ୟକ୍ତିଗତ କ୍ଷତିପୂରଣ ବାବଦ ପ୍ରକଳ୍ପ, […]

ଛେଣ୍ଡିପଦାରେ ଛୁରାମାଡ ଜଣେ ଗୁରୁତର

ଅନୁଗୋଳ(ଏନଟିପି) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ଘଟିଛି ଏକ ଅଭାବନୀୟ ଘଟଣା।ଭିଣୋଇ ଛୁରା ମାଡରେ ଶଳା ଗୁରୁତର। ଛୁରା ମାଡ଼ରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ହାଟପଦାରେ ରହୁଥିବା ଯାଯାବର ବସ୍ତିରେ ସାମାନ୍ୟ […]

ବିଜେପୁର ଦାୟିତ୍ୱ ନେବା କହି ଅଞ୍ଚଳ ବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ -ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼(ଏନଟିପି): ବିଜେପୁରର ଦାୟିତ୍ୱ ନେବା କହି ଅଂଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଗାଇସିଲଟ୍ ବ୍ଲକ ତାଲପାଲିରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗଦେଇ କହିଛନ୍ତି […]

5T ସଚିବ ପାଣ୍ଡିଏନ୍ ଙ୍କ ଅଚାନକ ନୂଆପଡା ଗସ୍ତ

ନୂଆପଡା(ଏନଟିପି): ଓଡ଼ିଶା 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଏନ୍ ଅଚାନକ ଦିନିକିଆ ଗସ୍ତରେ ଆସି ନୂଆପଡା ରେ ପହଞ୍ଚି ଛନ୍ତି । ଆଜି ଦିନ ଏଗାର ସମୟରେ ଭି.କେ ପାଣ୍ଡିଏନ୍ ନୂଆପଡା ଜିଲ୍ଲାପାଳ ଙ୍କ […]

ଆସନ୍ତାକାଲି ବିଜେପୁର ପ୍ରଚାରରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଏନଟିପି): ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିବେ । ସେ ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ […]

Follow by Email
WhatsApp