ରୀତା ସାହୁଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ Posted on 24/10/201924/10/2019 by NTP Bureau Report ଭୁବନେଶ୍ୱର(ଏନଟିପି) ରେକର୍ଡ ସଂଖ୍ୟକ ଭୋଟରେ ବାଜି ମାରିଛନ୍ତି ରୀତା ସାହୁ। ବିଜୟ ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍। ଦଳୀୟ ନେତା, କର୍ମୀ ଓ ସମର୍ଥକ ଖୁସି ମନାଉଛନ୍ତି। ବିପୁଳ ବିଜୟ ପାଇଁ ରୀତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପୁଳ ଓ ଐତିହାସିକ ବିଜୟ ପାଇଁ ଟେଲିଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି ନବୀନ। ନାରୀଶକ୍ତିର ବିଜୟ ହୋଇଛି। Share on FacebookTweetFollow usSave Post Views: 331
Odisha ଲକଡାଉନ ନିୟମକୁ ଫୁ..କର୍ଫ୍ୟୁ କୁ ମଧ୍ୟ ଫୁ…ରାତିରେ ଅନୁଗୋଳରେ ବସୁଛି ପରିବା ହାଟ ; କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ? NTP Bureau Report 15/05/2020 0 ଅନୁଗୋଳ(ଏନଟିପି): ଅନୁଗୋଳରେ ଲକଡାଉନ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ ।ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ କେତେ ସଚେତନ ଅଛନ୍ତି ।ସାମାଜିକ […]
Odisha Business Jindal Steel & Power wins Second Coal Block in Odisha NTP Bureau Report 01/04/2022 0 Bhubaneswar, 01 April:(NewsTimePro) Shri Naveen Jindal led Jindal Steel & Power (JSP) bagged Utkal B1 & B2 Coal block in the Angul-Talcher Coal belt. Added […]
Odisha ଚାଷୀଙ୍କ ପାଇଁ ନୂଆ ଦିଶା ଆଣିବ ସରକାରଙ୍କ କାଳିଆ… NTP Bureau Report 15/01/2019 0 ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ): କାଳିଆ’ ଯୋଜନା ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା । […]