ସମଲରେ ପାଣିପଞ୍ଚାୟତ ପକ୍ଷ ପାଳିତ

ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ପ୍ରକଳ୍ପର ଡାକ ବଙ୍ଗଳା ରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି।ଏହି ଉତ୍ସବ ଟି ସମଲ ପ୍ରକଳ୍ପର ହେଡୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବିଶ୍ୱମୋହନ ବରାଳଙ୍କ ଆବାହନରେ […]

ତାଳଚେରରେ ପୁଣି ଦବିଲା ମାଟି,ଲୋକେ ଆତଙ୍କିତ

ଅନୁଗୋଳ(ଏନ ଟି ପି): କୋଇଲା ନଗରୀ ତାଳଚେର ଏବେ ହୋଇପଡିଛି ଅସୁରକ୍ଷିତ।ତାଳଚେରରେ ପୁଣି ମାଟି ଦବିଲା ମାଟି। ଦେଉଳବେଡା ତେଲିସାହିର ଏକ ଜମି ଭିତରେ  ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ […]

ପୋଲିସ ପଞ୍ଝାରେ ପଡିଲେ ଡକାୟତି ଦଳ

ଅନୁଗୋଳ(ଏନଟିପି): ଅନୁଗୋଳ ପୋଲିସ ପଞ୍ଝାରେ ପଡିଲେ ଡକାୟତି ଦଳ।ଗତ ୧୦ ତାରିଖ ରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମଇଧରପୁର ରୁ ତାଙ୍କ ଘରକୁ ଫେରିବା ସମୟରେ ତଳମୂଳ କଲେଜ ନିକଟରେ ପାଞ୍ଚଜଣ ଏକ […]

ଅନୁଗୋଳ ରେ ହେବ ଦ୍ଵିତୀୟ ଆଦର୍ଶ ବିବାହ ଉତ୍ସବ

ଅନୁଗୋଳ(ଏନଟିପି): ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ । ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି […]

ମହଙ୍ଗା ପଡିଲା ମହିଳାଙ୍କୁ ଅସାଦାଚରଣ

ଅନୁଗୋଳ(ଏନଟିପି): ମହଙ୍ଗା ପଡିଲା ମହିଳାଙ୍କୁ ଅସାଦାଚରଣ।ଏମିତି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବସ ଷ୍ଟାଣ୍ଡ ରେ।ଅନୁଗୋଳ ରୁ ଆଠମଲ୍ଲିକ ଯାଉଥିବା ଶ୍ରୀରାମ ନାମକ ବସର କଣ୍ଡକ୍ଟର ଚଳନ୍ତା ବସ ରେ ମହିଳାଙ୍କୁ ଅସାଦାଚରଣ […]

ସ୍ୱାଧାର,ଆହାରରେ ପାଳିଲେ ନବବର୍ଷ

ଅନୁଗୋଳ(ଏନଟିପି): ଅନୁଗୁଳରେ ନିଆରା ଢଙ୍ଗରେ ନବବର୍ଷ ପାଳନ କରିଛନ୍ତି ପ୍ରଶାସନିକ ଅଧିକାରୀ।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅତୁଲ୍ୟ କୁମାର […]

28 ତମ ଜାତୀୟ ଉସୁ ଚାମ୍ପିୟନ୍‌ସିପ୍‌ରେ ଅନୁଗୁଳର ଦିବ୍ୟମୋହନ ପ୍ରଧାନଙ୍କୁ ମିଳିଲା ରୌପ୍ୟ ପଦକ

ଅନୁଗୋଳ(ଏନଟିପି): ଅନୁଗୁଳ : ଗତ 26 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜାମ୍ମୁର ଏମ୍‌ଏ ଷ୍ଟାଡ଼ିୟମର ନ୍ୟୁ ଇନ୍‌ଡ଼ୋର ହଲ ଠାରେ ଅନୁଷ୍ଠିତ ହୋଇଥିବା 28 ତମ ସିନିୟର ଜାତୀୟ ଉସୁ ଚାମ୍ପିୟନସିପ୍‌ 2019 […]

ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା,୪ ମୃତ ୫ ଗୁରୁତର

ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ୪ ମୃତ ୫ ଗୁରୁତର।  ବୋଲେରୋକୁ ସୁଶୀଲ ନାମକ ଯାତ୍ରୀବାହୀ ବସ ଧକ୍କା […]

ଡିଲେଶ୍ୱର ହେଲେ ଅନୁଗୋଳ ବିଜେପି ଜିଲ୍ଲା ସଭାପତି

ଅନୁଗୋଳ(ଏନଟିପି): ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ରାଜ୍ୟ ଓ ଜିଲ୍ଲା ସଭାପତି ପଦ ଘୋଷଣା କରାଯାଇଛି । ଅନୁଗୋଳ ଜିଲ୍ଲା ସଭାପତି ଭାବେ ଡିଲେଶ୍ଵର ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି । ଡିଲେଶ୍ଵର […]

Follow by Email
WhatsApp