ରେଲବଜେଟରେ ଓଡିଶାକୁ ମିଳିଲା କେତେ ? ପଢନ୍ତୁ ପୁରା ରିପୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର:(ଏନଟିପି)

ରେଳ ବଜେଟରେ ଓଡିଶାକୁ ଅଗ୍ରାଧିକାର । କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଯଥେଷ୍ଟ ପରିମାଣର ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପୂର୍ବତଟ ରେଳ ପଥ ପାଇଁ ମୋଟ ୫ ହଜାର ୮୬୫ କୋଟି ଟଙ୍କା ଦେଇଥିବା ବେଳେ କେବଳ ଓଡିଶା ପାଇଁ ୪ ହଜାର ୩୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ସମ୍ବଲପୁର-ଗୋପାଳପୁରକୁ ସଂଯୋଗ କରିବା ପାଇଁ ୨୪୧ କିଲୋମିଟର ନୂଆ ରେଳ ଲାଇନକୁ ମଞ୍ଜୁରୀ ମିଳିଛି ।

ଅନୁଗୁଳ-ସୁକିନ୍ଦା ରୋଡ ନୂଆ ରେଳଲାଇନ ପାଇଁ -୪୫୦ କୋଟି
ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ପାଇଁ-୧୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନୂଆ ରେଳଲାଇନ ପାଇଁ-୫୨୦ କୋଟି
ତାଳଚେର-ବିମଳାଗଡ ନୂଆ ରେଳପଥ ପାଇଁ-୧୪୦ କୋଟି
ଜୟପୁର-ମାଲକାନଗିରି ନୂଆ ରେଳଲାଇନ ପାଇଁ-୩୩ କୋଟି
ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନପାଇଁ-୨୦
ଖୋର୍ଦ୍ଧା-ବିଜୟାନଗରମ ବାଇପାସ ପାଇଁ-୨୦ କୋଟି
ରେଳ ଲାଇନର ଦୋହରୀକରଣ ପାଇଁ
ସମ୍ବଲପୁର-ତାଳଚେର ଦୋହରୀକରଣ ପାଇଁ-୨୯୨ କୋଟି
ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ -୩୮୨କୋଟି
ଟିଟିଲାଗଡ-ବିଜୟନଗରମ ଦୋହରୀକରଣ -୩୮୦କୋଟି
ବାଂଶପାଣି-ଦୈତାରୀ-ଟୋମକା-ଜଖପୁରା ଦୋହରୀକରଣ -୮୦ କୋଟି
ବୃନ୍ଦାମାଳ-ଝାରସୁଗୁଡା ଦୋହରୀକରଣ -୧୦ କୋଟି
ଭଦ୍ରକ-ନିର୍ଗୁଣ୍ଡି ଦୋହରୀକରଣ-୧୦୨ କୋଟି
ଜରପଡା-ବୁଡାପଙ୍କ ଦୋହରୀକରଣ -୧୧୮ କୋଟି
ବୁଡାବଙ୍କ-ସାଲେଗାଁଓ ଦୋହରୀକରଣ -୨୦୫ କୋଟି
କୋରାପୁଟ-ସିଙ୍ଗାପୁର ରୋଡ ଦୋହରୀକରଣ ପାଇଁ -୨୦୧କୋଟି
ଜଗଦ୍ଦଳପୁର-କୋରାପୁଟ ଦୋହରୀକରଣ ପାଇଁ-୧୩୦ କୋଟି
କୋଟାଭାଲସା-କୋରାପୁଟ ଦୋହରୀକରଣ ପାଇଁ-୧୯୬ କୋଟି
ରାୟପୁର-ଟିଟିଲାଗଡ ଦୋହରୀକରଣ ପାଇଁ -୧୪୬କୋଟି
ଖୋର୍ଦ୍ଧାରୋଡ-ବାରଙ୍ଗ ଦୋହରୀକରଣ -୩୫ କୋଟି
ଝାରସୁଗୁଡା-ବିଳାସପୁର ଦୋହରୀକରଣ ପାଇଁ -୨୮୦ କୋଟି
ବାଘୁଆପାଳ ଫ୍ଲାଏ ଓଭର ପାଇଁ-୧୦ କୋଟି
ମନୋହରପୁର-ବଙ୍ଗୋମୁଣ୍ଡା-୩୫ କୋଟି
ରାଉରକେଲା-ଝାରସୁଗୁଡା-୧୭୦କୋଟି
ବଙ୍ଗୋମୁଣ୍ଡା-ରାଞ୍ଚି-୨୦ କୋଟି
ନୟାଗଡ-ଭଦ୍ରକ-୫୦ କୋଟି
ବଙ୍ଗୋମୁଣ୍ଡା-ରାଉରକେଲା-୨୩ କୋଟି
ଚମ୍ପା-ଝାରସୁଗୁଡା-୨୦କୋଟି

Follow by Email
WhatsApp