କଲେଜ ଛାତ୍ରୀଙ୍କ ମଦ ପିଇବା ଭିଡ଼ିଓ ଭାଇରାଲ Posted on 02/02/202002/02/2020 by NTP Bureau Report ଅନୁଗୋଳ (ଏନଟିପି) କଲେଜ ଛାତ୍ରୀ ଖୁଲମ ଖୁଲା ପିଇଲେ ମଦ।ଆମେ କହୁନୁ ଏ ଚିତ୍ର ହିଁ ବୟାନ କରୁଛି।ଅନୁଗୋଳ ଜିଲ୍ଲା ତାଳଚେର ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କ ମଦ ପିଇବା ଭିଡିଓ ସୋସିଆଲ ମେଡିଆରେ ହେଲା ଭାଇରାଲ । ଯାହାକୁ ନେଇ ଏବେ ତାଳଚେର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରା ଯାଇଛି । ସୋସିଆଲ ମେଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ୩-୪ ଜଣ ଝିଅଙ୍କୁ ଜଣେ ଯୁବକ ଗ୍ଲାସରେ ମଦ ଢାଳୁଛନ୍ତି । ଆଉ ଝିଅ ୩-୪ ଜଣ ଆଗ୍ରହ ସହକାରେ ମଦ ପିଉଛନ୍ତି । ଆଉ ଏହି ମଦ ପିଇବା ବେଳେ ଖୁସିରେ ଗଦଗଦ ହେଉ ଯାଉଛନ୍ତି ଯୁବତୀ । ମଦ ଢାଳି ଦେଉଥିବା ଯୁବକ ଜଣଙ୍କ ମଧ୍ୟ ତାଳଚେର ଅଞ୍ଚଳର ବୋଲି ଜଣା ପଡ଼ିଛି । ଏହି ଭିଡିଓ ଭାଇରାଲ ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି । ଅଭିଭାବକ ମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅଭିଯୋଗ କରିଥିବା ମଧ୍ୟ ଜଣା ପଡ଼ିଛି । ତେବେ ଯୁବତୀ ମାନେ ଏଭଳି ଖୁଲମଖୁଲା ମଦ ପିଇବାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କଲେଜ ଡ୍ରେସ ପିନ୍ଧି କଲେଜ ସମୟରେ ପାଠ ପଢା ଛାଡି ବାହାରେ ଆସି ମଦ ପିଇବା କଣ ପ୍ରମାଣ କରୁଛି। Share on FacebookTweetFollow usSave Post Views: 514
Odisha ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ,ଢେ଼ଙ୍କାନାଳ ଶାଖା ପକ୍ଷରୁ ଏକ ଶୈକ୍ଷିକ ଆଲୋଚନା ଚକ୍ର -୨୦୨୨ ଅନୁଷ୍ଠିତ Smrutilipi 07/08/2022 0 ଢେଙ୍କାନାଳ: ତା.୦୭.୦୮.୨୦୨୨ରିଖ:( ଏନଟିପି): ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଅନୁବନ୍ଧିତ ସଙ୍ଗଠନ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା, ଢେ଼ଙ୍କାନାଳ ଶାଖା ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଏକ ଶୈକ୍ଷିକ ଆଲୋଚନା […]
Odisha ନୂତନ ଆଶା,ଦିଶା ସହ ଲୋକଙ୍କ ସେବାକୁ ସଂକଳ୍ପ ନେଇ ନୂଆବର୍ଷକୁ ସ୍ୱାଗତ NTP Bureau Report 02/01/2019 0 Share on Facebook Tweet Follow us Save Post Views: 310
Odisha ଓଡିଶା ଆସୁଛି କୋଲକାତା କଏନ ;କଏନ କାରବାର ପଛର ମୁଖ୍ୟ ରାକେଟ କିଏ ? NTP Bureau Report 15/01/2019 0 ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ । ପ୍ରଶ୍ନ ଉଠୁଛି, କଏନ୍ କାରବାର ପଛରେ କାମ କରୁଛି କି ର୍ୟାକେଟ୍? ଓଡିଶା ମାର୍କେଟରେ କୋଲକାତା କଏନ୍ […]