ଛେଣ୍ଡିପଦା ବ୍ଲକ ମହୋତ୍ସବ ଉଦ୍ ଘାଟନ କଲେ ବିଧାୟକ Posted on 06/02/202006/02/2020 by NTP Bureau Report ଛେଣ୍ଡିପଦା (ଏନ୍ ଟି ପି ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ମିନି ଷ୍ଟାଡିୟମ ଠାରେ ଛେଣ୍ଡିପଦା ବ୍ଲକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ବିଭିନ୍ନ ପଂଚାୟତର ଲୋକ ମାନେ ଉପସ୍ଥିତ ରହିଥିଲେ।ଏହି ମହୋତ୍ସବରେ ମୂଖ୍ୟ ଅତିଥି ରୂପେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଯୋଗ ଦେଇ ଶୁଭ ଉଦ ଘାଟନ କରିଥିଲେ ।ବ୍ଲକ ମହୋତ୍ସବରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବେହେରା ଉପସ୍ଥିତ ରହି ଏହି ମହୋତ୍ସବ ମାଧ୍ୟମରେ ଲୁକ୍କାୟିତ ପ୍ରତିଭା ମାନେ ନିଜ ନିଜର ଲୋକକଳା ପରିବେଷଣ କରିବାର ସୁଯୋଗ ପାଉଛନ୍ତି। Share on FacebookTweetFollow usSave Post Views: 361
Odisha ଗାଁ ରେ ଘର କଲେବି ନେବାକୁ ପଡିବ ଅନୁମତି ନହେଲେ ହେବେ କଡା କାର୍ଯ୍ୟାନୁଷ୍ଠାନ NTP Bureau Report 12/11/2019 0 ଭୁବନେଶ୍ୱର :(ଏନଟିପି) ରାଜ୍ୟ ସରକାରଙ୍କ ଆସିଲା ଅଜବ ନିୟମ।ଗାଁରେ ଘର କଲେ ବି ନେବାକୁ ପଡ଼ିବ ସରକାରୀ ଅନୁମତି । ୫୦୦ବର୍ଗମିଟରରୁ ଅଧିକ ସ୍ଥାନରେ ଯଦି ଆପଣ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର […]
Odisha ହୋଲି ପାଇଁ ଦହିହାଣ୍ଡି ଭଙ୍ଗା NTP Bureau Report 23/03/2019 0 ବାଲେଶ୍ୱର ଏନଟିପି(ସୁନୀଲ ପ୍ରଧାନ) ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କରିହଣ୍ଡା ଗ୍ରାମରେ ହୋଲି ଉପଲକ୍ଷେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା ।ଗ୍ରାମର ସବୁ ପିଲାମାନଙ୍କ ଦ୍ୱାରା ଏହି କାର୍ୟକ୍ରମ ହୋଇଥିଲା।ପ୍ରାୟ 300 ରୁ […]
Odisha ବିଜେଡିର ମଙ୍ଗ ଧରିଲେ ନବୀନ NTP Bureau Report 26/02/2020 0 ଭୁବନେଶ୍ୱର(ଏନଟିପି): ଓଡ଼ିଶାର ସାଢ଼େ ଚାରିକୋଟି ଜନସାଧାରଣଙ୍କୁ ଦୀର୍ଘ ୨୩ ବର୍ଷ ଧରି କ୍ରମାଗତ ଭାବେ ଏକ ସ୍ବଛ, ନିଷ୍କଳଙ୍କ, ସକରାତ୍ମକ, ଉଦାର, ଜନବାଦୀ, ଦୂରଦର୍ଶୀ ତଥା ବରିଷ୍ଟ ନେତୃତ୍ବ ଦେବା ସହ ସମୃଦ୍ଧ ଓଡ଼ିଆ […]