ରଙ୍ଗେଇଲୁଣ୍ଡା ରେ ବସ ରେ ଲାଗିଲା ନିଆଁ,୧୧ ମୃତ ୩୦ରୁ ଅଧିକ ଆହତ;ତଦନ୍ତ ନିର୍ଦେଶ ଦେଲେ ପରିବହନ ମନ୍ତ୍ରୀ Posted on 09/02/202009/02/2020 by NTP Bureau Report ବ୍ରହ୍ମପୁର(ଏନ ଟି ପି): ବ୍ରହ୍ମପୁର ରେ ଅଭାବନୀୟ ଘଟଣା।ବ୍ରହ୍ମପୁର ର ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢା ରାଜପୁର ରେ ଘଟିଛି ଦୁର୍ଘଟଣା। ୧୧ କେ. ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସରେ ୧୧ ଜଣଙ୍କର ମୃତ୍ୟୁ ଆଶଙ୍କା ହୋଇଛି । ଏହି ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀ । ୩୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଆହତଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ରଙ୍ଗେଇଲୁଣ୍ଡା ମେଣ୍ଡରାଜପୁର ନିକଟରେ ଏହି ଅଘଟଣ ଘଟିଛି । ବିବାହ ପାଇଁ ନିର୍ବନ୍ଧରେ ଯୋଗ ଦେବାକୁ ଗଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ବସ୍ । ଅଘଟଣ ପରେ ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ଥାନୀୟ ଲୋକ ।ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।୧୧ କେଭି ବିଦ୍ୟୁତ ତାର କିଭଳି ଭାବେ ଏତେ ତଳେ ଗଲା ସେ ଉପରେ ମଧ୍ୟ ତଦନ୍ତ ହେବ। Share on FacebookTweetFollow usSave Post Views: 318
Odisha 386 ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ NTP Bureau Report 10/03/2019 0 ନରସିଂହପୁର: ନରସିଂହପୁର ବ୍ଲକ ପ୍ରଶାସନ ପକ୍ଷରୁ ଶନିବାର ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବ୍ଲକ ର 311 […]
Odisha ତାଳଚେର ବିଧାୟକ ବ୍ରଜଙ୍କ ଗାଡି ପୋଡି ଘଟଣା,ଗିରଫ ହେଲେ ୨ଜଣ କିନ୍ତୁ ୨୪ ଘଣ୍ଟା ନପୁରୁଣୁ ଜାମିନରେ ମୁକୁଳିଲେ କେମିତି ?ଗାଡି ପୋଡିବାରେ ସମ୍ପୃକ୍ତି ନଥିବା କହିଲେ ୨ ଜଣ,ପୋଲିସ ମାଡ଼ ମାରି ଫସାଇଛି….. NTP Bureau Report 15/12/2019 0 ଅନୁଗୋଳ (ଏନଟିପି): ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଙ୍କ ଗାଡି ପୋଡି ସହ ସମ୍ପୃକ୍ତି ନଥାଇ କାହିଁକି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ।ବିଧାୟକଙ୍କ କାର ପୋଡ଼ି ଘଟଣାରେ ୨ ଜଣଙ୍କୁ ଗିରଫ […]
Odisha ମହତ୍ତ ବାର୍ତ୍ତା ନେଇ ସମର ଶିକ୍ଷାର୍ଥୀ ବାହିନୀର ବାଇକ ରାଲି NTP Bureau Report 01/02/2019 0 ଅନୁଗୋଳ(ଏନଟିପି) ଆଠମଲ୍ଲିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପଚାଶ ଜଣ ଛାତ୍ର ପରିବେଶ ସୁରକ୍ଷା ଓ କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଆଜି ପୁରୀ ଅଭିମୁଖେ ମଟର […]