କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ କିସକୁ ଛୁଟି ଘୋଷଣା କଲେ ପ୍ରତିଷ୍ଠାତା

ଭୁବନେଶ୍ୱର(ଏନ ଟିପି ): କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରିବା ସହ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶୁକ୍ରବାର ସମସ୍ତ ସ୍କୁଲ, କଲେଜ, ସିନେମା ହଲ, ମଲ୍‌ ଓ […]

କେଉଁ ସ୍କୁଲରେ କେତେ କମ୍ପ୍ୟୁଟର, କେତେ ଶିକ୍ଷକ ପ୍ରଶ୍ନ କଲେ ପାଳଲହଡା ବିଧାୟକ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର(ଏନଟିପି) ଶିକ୍ଷା ହେଉଛି ମଣିଷର ଏକ ଅଙ୍ଗ ।ଶିକ୍ଷା ବିନା ସବୁ କିଛି ଅସମ୍ଭବ।ରାଜ୍ୟରେ ଏବେ ଶିକ୍ଷା ଉନ୍ନତି ବଦଳରେ ଅବନ୍ନତି ଘଟୁଛି । ଆଜିର ଯୁଗରେ ପିଲାମାନଙ୍କୁ କମ୍ପ୍ୟୁଟର ମାଧ୍ୟମରେ ପାଠପଢାଇବାକୁ ସରକାର […]

ସମଲବ୍ୟାରେଜ ସମ୍ପୂର୍ଣ ବିସ୍ଥାପିତଙ୍କ ଉପରେ କୋପ କରିଛନ୍ତି କି ମୁଖ୍ୟମନ୍ତ୍ରୀ ?ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର !

ଭୁବନେଶ୍ୱର(ଏନ ଟି ପି ): କେଉଁ ଉଦ୍ଧେଶ୍ୟରେ ନିର୍ମାଣ ହୋଇଥିଲା ସମଲ ବ୍ୟାରେଜ ପ୍ରକଳ୍ପ ? ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା କୁ ଶୁଭାରମ୍ଭ […]

ପେଟ୍ରୋଲ ପମ୍ପ ଡକାୟତି ଯୋଜନା ପଣ୍ଡ , ୫ ଗିରଫ

ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେରର ଏକ ପେଟ୍ରୋଲ ପମ୍ପ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଏକ ଡକାୟତି ଗ୍ୟାଙ୍ଗର ୫ ଜଣଙ୍କୁ କୋଲିୟରି ପୋଲିସ କାବୁ କରିଛି । ଖବର ନେବାରେ ଜଣାପଡିଛି ୧୧ […]

ବିବାହ ପୂର୍ବରୁ ଅଧାରୁ ବରକୁ ଉଠାଇନେଲା ପୋଲିସ

ଆଠଗଡ଼(ଏନ ଟି ପି) ବାହା ହେବାକୁ ଯାଉଥିବା ବରକୁ ଅଧାରାସ୍ତାରୁ ଉଠାଇ ନେଲା ପୋଲିସ । ଆଠଗଡ଼ ଥାନା ସାପୁଆ ବ୍ରିଜ୍‌ ନିକଟରୁ ଏକ ବୋଲେରୋରେ ସାଧା ପୋଷାକରେ ଆସି ବରକୁ ଉଠାଇ ନେଇଛି […]

ମୁଖ୍ୟମନ୍ତ୍ରୀ ଙ୍କ ଦିଲ୍ଲୀ ଗସ୍ତ ବାତିଲ

ଭୁବନେଶ୍ୱର(ଏନଟିପି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପୂର୍ବ ନିର୍ଦ୍ଧାରିତ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ୧୫ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। […]

ରାଜ୍ୟ କ୍ୟାବିନେଟ ବୈଠକରେ କଣ ନିଆଯିବ ନିଷ୍ପତି

ଭୁବନେଶ୍ୱର(ଏନଟିପି): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ସଂସଦୀୟ ବ୍ୟାପାର ବିଭାଗ […]

କନ୍ଧମାଳ ହଳଦୀ କ୍ୱିଣ୍ଟାଲ ୧୫୦୦୦ କରାଯିବାକୁ ନେଇ ଦାବୀ

କନ୍ଧମାଳ( ଏନ ଟି ପି): କନ୍ଧମାଳ ହଳଦୀର ରହିଛି ସ୍ୱତନ୍ତ୍ର ଚାହିଦା। ଯାହାକୁ ଜିଆଇ ମାନ୍ୟତା ମିଳିଛି। ଏହା ସତ୍ତ୍ୱେ ହଳଦୀ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳୁନି। ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଯାହାଫଳରେ […]

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା

କନ୍ଧମାଳ(ଏନ ଟି ପି) ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଘୋଷଣା ସହ ମହାନଦୀର ଜଳ ଆବଣ୍ଟନ ସମସ୍ୟା ସମାଧାନ ଏବଂ ପୋଲାଭରମ୍‌ ପ୍ରକଳ୍ପ ବନ୍ଦ କରିବା ଦାବିରେ ଜଗତ୍‌ସିଂହପୁର ଜିଲା ବାଲିକୁଦା ଅଞ୍ଚଳର ସତ୍ୟବ୍ରତ ଦାସ […]

Follow by Email
WhatsApp