କରୋନାକୁ ନେଇ କଟକଣା ବଢାଇଲେ ନବୀନ Posted on 17/03/202017/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): ରାଜ୍ୟରେ ଲାଗିଥିବା କରୋନା କଟକଣା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପୂର୍ବରୁ ମାର୍ଚ୍ଚ ୩୧ ଯାଏ କଟକଣା ଜାରି ହୋଇଥିଲା । ଏବେ ଏହା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଏହାକୁ ବୃଦ୍ଧି କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ନବୀନ । Share on FacebookTweetFollow usSave Post Views: 160
Odisha World Environment Day At Tata Steel BSL NTP Bureau Report 07/06/2019 0 Share on Facebook Tweet Follow us Save Post Views: 265
Odisha ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ NTP Bureau Report 10/08/2023 0 ଅନୁଗୋଳର ବିସ୍ଥାପିତ ପରାବିଲ ଗ୍ରାମବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ଥଇଥାନ କରିବା ପାଇଁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ […]
Odisha ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା,୪ ମୃତ ୫ ଗୁରୁତର NTP Bureau Report 24/12/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ୪ ମୃତ ୫ ଗୁରୁତର। ବୋଲେରୋକୁ ସୁଶୀଲ ନାମକ ଯାତ୍ରୀବାହୀ ବସ ଧକ୍କା […]