କୋରୋନାରେ ମୃତ୍ୟୁ ବୋଲି ମିଛ ପ୍ରଚାର କରି ବନ୍ଧା ହେଲେ ଯୁବକ Posted on 18/03/202018/03/2020 by NTP Bureau Report ତାଳଚେର(ଏନ ଟି ପି): କରୋନାଜୁ ନେଇ ଏବେ ସବୁଠି ଚର୍ଚା।ଏହି ମହାମାରୀ ପାଇଁ ସମସ୍ତେ ଆଲର୍ଟ।କିନ୍ତୁ କରୋନାକୁ ନେଇ କିଛି ଗୁଜବ କରିଚାଲିଛନ୍ତି।ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା ଅନୁସାରେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଅନୁଗୋଳ ଜିଲ୍ଲାର ନୂଆଁହତା ଗାଁ ଜଣେ ଯୁବକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଲେଖିଥିଲେ ।ଏହାକୁ ନେଇ ଉତ୍ତର – କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ । ହେଲେ ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ଏ ନେଇ କୌଣସି ସଠିକ ତଥ୍ୟ ଦେଇ ପାରି ନଥିବା ବେଳେ ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇ ଥିଲା । ଏହା ପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ କୋଲିୟାରୀ ପୋଲିସ ଜୟ କ୍ରିଷ୍ଣ ସାହୁକୁ ତାଙ୍କ ଘରୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । Share on FacebookTweetFollow usSave Post Views: 340
Odisha JSPL takes up various initiatives to fight 2nd Wave of COVID-19 NTP Bureau Report 19/04/2021 0 ANGUL(NewsTimePro): In line with the Guidelines issued by Central and State Governments, Jindal Steel & Power Ltd (JSPL) has taken up multipronged initiatives to curb […]
Odisha ଓ ସି ଏସ ପାଇଲେ କିସ୍ର ୧୫ ଛାତ୍ରଛାତ୍ରୀ NTP Bureau Report 20/10/2024 0 ଭୁବନେଶ୍ୱର,୨୦ ।୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍)ରେ କିସ୍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ […]
Odisha Political Tadka ଅନୁଗୋଳ ଖମାରରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ NTP Bureau Report 25/06/2023 0 ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ଭଳି ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ • ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ପ୍ରଶ୍ନ କଲେ ଦିନରେ ଲଣ୍ଠନ ଦେଖାଇବା […]