କରୋନା ଯୋଗୁଁ ପୋଲ୍ ଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଲେ ସାଂସଦ ଅଚ୍ୟୁତ ସାମନ୍ତ Posted on 17/03/202017/03/2020 by NTP Bureau Report ଏନ ଟି ପି (ବ୍ୟୁରୋ): ସବୁଠି ଏବେ କରୋନା ଭୟ।ସରକାର ମଧ୍ୟ କରୋନାକୁ ନେଇ ଆଡ଼ ଭାଇଜରି ଜାରି କରାଯାଇଛି।କରୋନା ଯୋଗୁଁ ଅର୍ଥନୀତି ଉପରେ ବିଶ୍ୱବ୍ୟାପୀ ପ୍ରଭାବ ପଡ଼ିଥିବା ବେଳେ ଭାରତରେ ପଲ୍ୟୁଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି ଘଟିଛି । କରୋନା ଯୋଗୁଁ ଭାରତରେ ପଲ୍ୟୁଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ କୁକୁଡ଼ା ମାଂସ ଗ୍ରାହକଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ଫଳରେ କୁକୁଡ଼ା ମାଂସ ବିକ୍ରି ବନ୍ଦ ସାଙ୍ଗକୁ କୁକୁଡ଼ା ଖାଦ୍ୟ ମଧ୍ୟ ସମାନ ଭାବରେ ବିକ୍ରି ସମ୍ପୂର୍ଣ୍ଣ କମି ଯାଇଛି । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ନରାସାରାଓପେଟ୍ ସାଂସଦ ଲାଭୁ ଶ୍ରୀକ୍ରିଷ୍ଣ ଦେବାରାୟାଲୁଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ସାଂସଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । Share on FacebookTweetFollow usSave Post Views: 464
Odisha ଶପଥ ନେଲେ ସରପଞ୍ଚ; ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନ୍ସିଂ ରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ NTP Bureau Report 22/04/2020 0 ଭୁବନେଶ୍ୱର(ଏନଟିପି) କରୋନାକୁ ପଂଚାୟତରେ ଭର୍ତି ନ କରାଇଦେବାକୁ ଶପଥ ନେଲେ ସରପଞ୍ଚ । କରୋନା ରୋକିବାକୁ ଦିଆଯାଇଥିବା ଦାୟିତ୍ୱ ପାଳନ କରିବେ । ଏଥିପାଇଁ ସମସ୍ତ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । […]
Odisha Political Tadka ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ତୀବ୍ର କରିବ ବିଜେପି NTP Bureau Report 03/11/2019 0 ଭୁବନେଶ୍ୱର(ଏନଟିପି): ଫନି ବାତ୍ୟାରେ ପ୍ରଭାବିତ ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରକୃତ କ୍ଷତିଗ୍ରସ୍ତ ଲୋକ ବର୍ତମାନ ସୁଦ୍ଧା କ୍ଷତିପୂରଣ ପାଇ ନାହାଁନ୍ତି । ଫନି ବାତ୍ୟା ଜନିତ ରାଜ୍ୟର ୧୪ଟି ଜିଲ୍ଲାରେ ତାଲିକାନୁଯାୟୀ ପୂର୍ଣ୍ଣ, ଗୁରୁତର […]
Odisha ତାଳଚେର ବିଧାୟକ CMRF କୁ କରୋନା ପାଇଁ ୩ ମାସର ଦରମା କଲେ ଦାନ NTP Bureau Report 24/03/2020 0 ଅନୁଗୋଳ(ଏନ ଟି ପି): କରୋନା ଏବେ ବିଶ୍ୱ ମହାମାରୀ।କରୋନାର ମୁକାବିଲା କେବଳ ସଚେତନ ରହିପାରିଲେ ହିଁ ରୋକାଯାଇପାରିବା।ରାଜ୍ୟରେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରାଯାଇଛି।କିନ୍ତୁ ଲୋକେ ଲକଡାଉନ କୁ ମାନିବାର […]