ବାଲିଗୁଡା ପୋଲିସ ପକ୍ଷରୁ କରୋନା ଚେତନତା

କନ୍ଧମାଳ :୧୦/୪.(ଏନଟିପି) କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରଚେଷ୍ଟା ଜାରିରହିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗାଁ ଠୁ ସହର ସବୁଠି ଜନସାଧାରଣଙ୍କୁ ସଚେନତ କରିବାରେ ଲାଗିଛନ୍ତି ବାଲିଗୁଡ଼ା […]

ମାସ୍କ ବଣ୍ଟନ କଲା ରାଇକିଆ ବଣିକ ସଂଘ

କନ୍ଧମାଳ୮/୪.(ଏନଟିପି)କରୋନା ମୁକାବିଲା ପାଇଁ ବିଭିନ୍ନ ସଙ୍ଗଠନ ଆଗକୁ ଆସୁଛନ୍ତି। କିଏ ସଚେତନତା କରୁଛି ତ ଆଉକିଏ ଆର୍ଥିକ ସହଯୋଗ କରୁଛନ୍ତି। ମଙ୍ଗଳବାର କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବଣିକ ସଂଘ ତରଫରୁ […]

ଅମାନିଆଙ୍କ ବିରୋଧରେ ବାଲିଗୁଡ଼ା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ

କନ୍ଧମାଳ, ୮/୪..(ଏନଟିପି)କନ୍ଧମାଳ ପୋଲିସ୍ ଏବେ ଫୁଲ୍ ଆକ୍ସନ ମୁଡ୍ ରେ । ଏଣିକି ଆଉ ନିସ୍ତାର ନାହିଁ । ଅମାନିଆଙ୍କୁ ମିଳିବ ଉଚିତ୍ ଶିକ୍ଷା । ବାରମ୍ବାର ସଚେତନ ପରେ ଏବେ ପୋଲିସ ପକ୍ଷରୁ […]

ଫୁଲବାଣୀରେ ପରିବା ଓ ତେଜରାତି ସାମଗ୍ରୀର ଯୋଗାଣ ଲାଗି ଆରମ୍ଭ ହେଲା ଦୁଇଟି ମୋବାଇଲ୍ ଭେଣ୍ଡିଂ ଅଟୋ ବ୍ୟବସ୍ଥା….

କନ୍ଧମାଳ(ଏନ ଟି ପି): କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନରେ ଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି। ତାହା ଅନୁଯାୟୀ, କରୋନା ଲକଡାଉନ୍ […]

ଲକଡାଉନ ନ ମାନି ୪ ଗିରଫ

କନ୍ଧମାଳ(ଏନ ଟି ପି): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି […]

କନ୍ଧମାଳ:ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

କନ୍ଧମାଳ(ଏନ ଟି ପି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ଯାଇଛି। ରାଇକିଆ ଠାରୁ […]

କନ୍ଧମାଳର ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ

କନ୍ଧମାଳ(ଏନ ଟି ପି): କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତିି। ସହର ଅପେକ୍ଷା […]

କରୋନାକୁ କାବୁ କରିବାକୁ “ଜନତା କର୍ଫ୍ୟୁ” କନ୍ଧମାଳରେ ସମ୍ପୂର୍ଣ୍ଣ ସଫଳ

କନ୍ଧମାଳ(ଏନଟିପି): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନସାଧାରଣ ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି ।ଏହି ପରିପ୍ରକ୍ଷିରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର […]

ଗଞ୍ଜେଇ ଚୋରାଚାଲାଣ : ୨ ଗିରଫ, କାର୍‌ ସହ ୨୦ କେଜି ଗଞ୍ଜେଇ ଜବତ..

କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ପକ୍ଷରୁ ପାଟ୍ରୋଲିଂ ବେଳେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଏକ କାର୍‌କୁ ଜବତ କରିବା ସହ ୨୦କେଜି ଗଞ୍ଜେଇକୁ ଜବତ କରାଯାଇଛି। […]

Follow by Email
WhatsApp