LV PRASAD EYE HOSPITAL ର ଲୋକାର୍ପଣକଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଅନୁଗୋଳ(ଏନଟିପି)

ଅନୁଗୋଳ  ଜିଲ୍ଲାରେ ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ନାଲକୋ ଠାରେ L V PRASAD ଚକ୍ଷୁ ଚିକିତ୍ସାଳୟକୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ।୪ ଏକର ପରିମିତ ଜାଗାରେ ୨୫ କୋଟି ଟଙ୍କା ବିନିମୟରେ ନାଲକୋ ତରଫରୁ  LV PRASAD ଚକ୍ଷ୍ୟୁ ଚିକିତ୍ସାଳୟରେ ସମସ୍ତ ଅତ୍ୟାଧୁନିକ ସାମଗ୍ରୀ ସହ ପ୍ରାରମ୍ଭିକ ଭାବେ ୧୦୦ ଟି ବେଡ଼ ରହୁଛି।।ଏହା ଦ୍ୱାରା ସମସ୍ତେ ଏହି ସେବା ପାଇବେ।ଗତ ୩ ବର୍ଷରେ ନାଲକୋ ଅନୁଗୋଳ ରେ ପ୍ରାୟ ୭୫  କୋଟି ଟଙ୍କା ଖର୍ଚ୍ଚ କରିଛି।୨୦୧୯ମସିହାରେ ଏହି ପାଣ୍ଠିକୁ ୧୦୦ କୋଟି ଟଙ୍କା ରେ ପହଞ୍ଚାଇବାର ଲକ୍ଷ।ନାଲକୋ କୁ ନୂଆ ବକ୍ସାଇଟ ମାଇନ ,କୋଇଲା ଖଣି ଲିଜ ନ ମିକିବା ତେବେ ୧୫ ବର୍ଷ ମଧ୍ୟରେ ନାଲକୋ ଅସୁବିଧାର ସମ୍ମୁଖୀନ ହେବ।ନାଲକୋ ସି ଏମଡି ତପନ କୁମାର ଚାନ୍ଦ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।ପାରାଦୀପ ରେ  ନାଲକୋ ତରଫରୁ କଷ୍ଟିକ ଶୋଢା ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସି ଏମ ଡି ଙ୍କୁ ଅନୁରୋଧ କରିଥିଲେ।୧୦୦୦ ଜଣ ବୟୋଜ୍ୟଷ୍ଟ ଙ୍କୁ ସହାୟକ ଯନ୍ତ୍ର ପ୍ରଦାନ କରାଯିବ। ନାଲକୋତଥା LV PRASAD ଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । DMF ଫଣ୍ଡ ସଠିକ ଭାବେ କାର୍ଯ୍ୟ କରୁନାହାନ୍ତି ରାଜ୍ୟସରକାର।ଗାଡରଖାଇ କୁ ସ୍ୱଚ୍ଛ ପାଣି ଯୋଗାଇବା ପାଇଁ ନାଲକୋ କୁ କହିଥିଲେ କ୍ରନ୍ଦର ମନ୍ତ୍ରୀ।ନାଲକୋ ଏହି ବର୍ଷ ୧୬୦୦ କୋଟି ଟଙ୍କା ଲାଭ ହେବ ବୋଲି ମଧ୍ୟ କହିଥିଲେ କେନ୍ଦ୍ର ମନ୍ତ୍ରୀ।ନାଲକୋ କର୍ମଚାରୀଙ୍କ ପାଇଁ 7 TH PAY କମିଶନ ଲାଗୁ କରିବାକୁ ନାଲକୋ ଆଗାମୀ ୭ ଦିନ ଭିତରେ ପ୍ରୋଗ୍ରେସିଭ ଧାରାରେ କାର୍ଯ୍ୟ କରିବାକୁ କହିଥିଲେ।ନାଲକୋ ଯେତେ ଖର୍ଚ କରିବ ଅନୁଗୋଳ ର ସେହି ହାରରେ ବିକାଶ ହେବ।ଠିକା ଶ୍ରମିକ ଙ୍କୁ ବୋନସ ଦିଆଯାଉ ବୋଲି ନାଲକୋ କୁ କହିଥିଲେ କେନ୍ଦ୍ର ମନ୍ତ୍ରୀ।ସିପିପି ଓ ସ୍ମେଲଟର ମଧ୍ୟରେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ନାଲକୋ କୁ କହିଥିଲେ।ବୟୋଶ୍ରୀ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ସହାୟତା ଯନ୍ତ୍ର ଦେଇଥିଲେ ମନ୍ତ୍ରୀ।

୨୦୦୯ ରୁ ୧୪ରେ କଂଗ୍ରେସ ଦେଶରେ ୨୫ ଲକ୍ଷ ୫୭ ହଜାର ଘର ବାଣ୍ଟି ଥିଲା । ଘରପିଛା ମୂଲ୍ୟ ୭୫ ହଜାର ଟଙ୍କା ଥିଲା । ମାତ୍ର ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରେ ୫୫ ମାସରେ ୭୫ ହଜାର ଟଙ୍କାରୁ ବଢାଇକି ଦୁଇ ଗୁଣା କରାଯଇଛି ।ଘରପିଛା ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି । ଭାରତ ବର୍ଷରେ କଂଗ୍ରେସ ବେଳେ ଗରିବ ଲୋକଙ୍କୁ ୨୫ ଲକ୍ଷ ଘର ଦିଆଯାଉଥିଲା । ୫ ବର୍ଷ ପୂରଣ ହୋଇନଥିବା ବେଳେ ମୋଦିଙ୍କ ସରକାର ୧ କୋଟି ୪୦ ଲକ୍ଷ ଘର ଗରିବଙ୍କୁ ଯୋଗାଇଛନ୍ତି ।ଗତ ୫ ବର୍ଷରେ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷରୁ ଅଧିକ ଘର ଦିଆଯାଇଛି  । କିନ୍ତୁ ଯେଉଁମାନେ ୨୦୧୪ରେ ଗରିବଙ୍କ ଲୋକଙ୍କ ପାଇଁ ଘର ବନେଇବାକୁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଜି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।ଭାରତୀୟ ଜନତା ପାର୍ଟିର ସରକାର ଓଡିଶାକୁ ଆସିଲେ ମୋଦିଙ୍କ ସ୍ୱପ୍ନକୁ ପୂରଣ କରାଯିବାର ପ୍ରତିଶ୍ରୁତି ଦେଉଛୁ । ୨୦୨୨ ସୁଦ୍ଧା ଓଡିଶା ତଥା ଭାରତର ସବୁ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ ତାର ଦାୟିତ୍ୱ ଆମ ସରକାର ନେବ  ।

Follow by Email
WhatsApp