ଅମାନିଆଙ୍କ ବିରୋଧରେ ବାଲିଗୁଡ଼ା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ Posted on 07/04/202007/04/2020 by NTP Bureau Report କନ୍ଧମାଳ, ୮/୪..(ଏନଟିପି)କନ୍ଧମାଳ ପୋଲିସ୍ ଏବେ ଫୁଲ୍ ଆକ୍ସନ ମୁଡ୍ ରେ । ଏଣିକି ଆଉ ନିସ୍ତାର ନାହିଁ । ଅମାନିଆଙ୍କୁ ମିଳିବ ଉଚିତ୍ ଶିକ୍ଷା । ବାରମ୍ବାର ସଚେତନ ପରେ ଏବେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଲକ୍ ଡାଉନ୍ ନିୟମ ଉଲଘଂନ କାରୀଙ୍କୁ ପୋଲିସ କରୁଛି ସାବାଡ଼ l ବାଲିଗୁଡ଼ା ଥାନା ବୁଡାଗୁଡା ଓ ରୁତୁଙ୍ଗିଆ ଅଞ୍ଚଳରୁ ୧୪ଜଣ ଅମାନିଆଙ୍କୁ ଗିରଫ କରିଥିବାବେଳେ କ. ନୁଆଗାଁ ଥାନା ଲେତିଙ୍ଗିଆ ଅଞ୍ଚଳରୁ ୬ଜଣ ଅମାନିଆଙ୍କୁ ଗିରଫ କରିଛି କ.ନୁଆଗାଁ ପୋଲିସ୍ । ସେପଟେ ଅମାନିଆଙ୍କୁ ଏଥର ଆଉ ଛଡ଼ାଯିବ ନାହିଁ । ଯିଏ ନିୟମ ଉଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ କହିଛନ୍ତି l Share on FacebookTweetFollow usSave Post Views: 302
Odisha ରାଜ୍ୟ ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜାମ୍ମୁ କାଶ୍ମୀର NTP Bureau Report 05/08/2019 0 ନୂଆଦିଲ୍ଲୀ,ଅଗଷ୍ଟ ୦୫(ଏନଟିପି): ଆଉ ରାଜ୍ୟ ନୁହଁ କେନ୍ଦ୍ର ଶାସିତ ଅଂଚଳ ହେଲା ଜାମ୍ମୁ କାଶ୍ମୀର ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ […]
Odisha ଜଳବାୟୁ ପରିବର୍ତନ ଯୋଗୁ ୨୧୦୦ ସୁଦ୍ଧା ଅତ୍ୟଧିକ ଗରମ ପାଇଁ ଓଡ଼ିଶାରେ ପ୍ରତିବର୍ଷ ୪୨ ହଜାର ଲୋକଙ୍କ ମୃତ୍ୟୁ ହେବା ଅନୁମାନ କରାଯାଉଛି NTP Bureau Report 04/11/2019 0 ଭୁବନେଶ୍ୱର, ୪/୧୧: (ଏନଟିପି): ବର୍ତମାନର ସ୍ଥିତି ଯାହା କହୁଛି ଯେଉଁ ହାରରେ ଗ୍ରିନ ହାଉସ ଗ୍ୟାସ ନିର୍ଗମନ ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ […]
NATIONAL Odisha ସେବା ସପ୍ତାହର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର NTP Bureau Report 14/09/2019 0 ଭୁବନେଶ୍ୱର (ଏନଟିପି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ […]