ବାଲିଗୁଡା ପୋଲିସ ପକ୍ଷରୁ କରୋନା ଚେତନତା Posted on 09/04/202009/04/2020 by NTP Bureau Report କନ୍ଧମାଳ :୧୦/୪.(ଏନଟିପି) କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରଚେଷ୍ଟା ଜାରିରହିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗାଁ ଠୁ ସହର ସବୁଠି ଜନସାଧାରଣଙ୍କୁ ସଚେନତ କରିବାରେ ଲାଗିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା । ପୋଲିସ କର୍ମଚାରୀଙ୍କ ସହିତ ମିଶି ଗାଁ ଗାଁ ବୁଲି ଅଞ୍ଚଳବାସୀଙ୍କୁ ହାତ ସାବୁନରେ କିଭଳି ଧୋଇବ,ପରସ୍ପର ମଧ୍ୟରେ କଥା ହେବାବେଳେ ସାମାଜିକ ଦୂରତ୍ୱ କିପରି ବଜାୟ ରଖିବ,ଘରୁ ବାହାରିଲା ବେଳେ ମୁହଁରେ ମାସ୍କ ବାନ୍ଧିବା, କାମ ନ ଥିଲେ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । କରୋନା ମୁକାବିଲା ନେଇ ବାଲିଗୁଡ଼ା ଆଇଆଇସି ଗଳିକନ୍ଦି ବୁଲି ସଚେତନତା ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ନିୟମ କଡାକଡି କରାଯାଇଛି । ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରାଯିବ ସହ ଗାଡ଼ି ମୋଟର ଯାଞ୍ଚ୍ କରାଯାଉଛି । ନିୟମ ନମାନି ବାହାରେ ବୁଲୁଥିବା ଅମାନିଆଙ୍କୁ ଉଚିତ୍ ଶିକ୍ଷା ମଧ ଦିଆଯାଇଛି । Share on FacebookTweetFollow usSave Post Views: 251
Odisha ମହତ୍ତ ବାର୍ତ୍ତା ନେଇ ସମର ଶିକ୍ଷାର୍ଥୀ ବାହିନୀର ବାଇକ ରାଲି NTP Bureau Report 01/02/2019 0 ଅନୁଗୋଳ(ଏନଟିପି) ଆଠମଲ୍ଲିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପଚାଶ ଜଣ ଛାତ୍ର ପରିବେଶ ସୁରକ୍ଷା ଓ କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଆଜି ପୁରୀ ଅଭିମୁଖେ ମଟର […]
Odisha Political Tadka ଚାଷୀ ଙ୍କ ସମସ୍ୟା କୁ ନେଇ ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା ବିଜେପି ଟିମ Smrutilipi 21/12/2022 0 ଚାଷୀ ଙ୍କ ସମସ୍ୟା କୁ ନେଇ ବିଜେପି ଅନୁଗୁଳ ଉପଜିଲ୍ଲାପାଳ ଙ୍କୁ ଭେଟିଲା(ଚାଷୀ ଙ୍କ ଦାବୀ ପ୍ରତି ଦୃଷ୍ଟି ନଦେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ -ଡିଲେଶ୍ୱର ପ୍ରଧାନ )ଅନୁଗୁଳ :ତା 21/12:ରାଜ୍ୟ ସରକାର ଙ୍କ […]
Odisha Mahanadi Tribunal: Two years on, the Minister of Water Resources has objected NTP Bureau Report 10/06/2021 0 Bhubaneswar(NewsTimePro): The term of the much-hyped Mahanadi Water Dispute Tribunal has been extended for another two years. The tribunal, set up by the central government […]