ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ

ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ଆଜି ଶପଥ ନେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ସମାରୋହରେ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ସି. ପ୍ରବୀଣ କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ […]

ପାଟକୁରାରେ ଚାଲିଛି ଜୋରଦାର ପ୍ରଚାର, କିଏ ମାରିବ ପାଟକୁରା ବାଜି ?

କେନ୍ଦ୍ରାପଡା (ଏନ ଟି ପି): ଆଉ ୬ ଦିନ ପରେ ପାଟକୁରା ନିର୍ବାଚନ।କାହା ସପକ୍ଷ ରେ ଯିବ ପାଟକୁରା ନିର୍ବାଚନମଣ୍ଡଳୀ ତାକୁ ନେଇ ଚାଲି ଜୋରଦାର କ୍ୟାମ୍ପେନ।ପାଟକୁରା ନିର୍ବାଚନ ପାଇଁ ଜମୁଛି ପ୍ରଚାର । […]

କର୍ଣ୍ଣାଟକ ରାଜନୀତିରେ ସଙ୍କଟ, ଇସ୍ତଫା ଦେଲେ କଂଗ୍ରେସ ଓ ଜେଡିଏସର ୧୩ଜଣ ବିଧାୟକ

କର୍ଣ୍ଣାଟକ (ଏନ ଟି ପି) : କର୍ଣ୍ଣାଟକ ରାଜନୀତିରେ ସଙ୍କଟ, ଇସ୍ତଫା ଦେଲେ କଂଗ୍ରେସ ଓ ଜେଡିଏସର ୧୩ଜଣ ବିଧାୟକ କର୍ଣ୍ଣାଟକ ରାଜନୀତିରେ ଘନୀଭୂତ ହେଉଛି ସଙ୍କଟ। କଂଗ୍ରେସ ଓ ଜେଡିଏସର ୧୩ଜଣ ବିଧାୟକ […]

ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଏନ ଟି ପି) : ଦୃଢ ସଂଗଠନ ମାଧ୍ୟମରେ ଓଡିଶାବାସୀଙ୍କ ବିଶ୍ୱାସ ଜିତି ହେବ । ତେଣୁ ବିଶ୍ୱାସ ଜିତିବା ପାଇଁ ଦୃଢ ସଂଗଠନ ଜରୁରୀ ବୋଲି ଓଡିଶାରେ ବିଜେପି ସଦସ୍ୟତା ଅଭିଯାନର […]

କଲରାବାଙ୍କରୁ କନ୍ଧମାଳ କେମିତି ଥିଲା ଅଚ୍ୟୁତଙ୍କ ଯାତ୍ରା

ଲୋକସଭା ନିର୍ବାଚନରେ ବିଜେପି ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା, ଓଡ଼ିଶାରେ ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରିଛି ମାତ୍ର ସେତେ ଭଲ ପ୍ରଦର୍ଶନ କରିପାରିନାହିଁ। ୨୧ ଲୋକସଭା ଆସନ ମଧ୍ୟରୁ ୧୨ଟିରେ […]

ମୋଦିଙ୍କ ଗୁଡ଼ବୁକରେ ଧର୍ମେନ୍ଦ୍ର ,ଶିଳ୍ପ ଓ ପେଟ୍ରୋଲିୟମ ଭଳି ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦ

୨୦ ବର୍ଷ ତଳେ ଯେଉଁନେତା ଥିଲେ ଅପରିଚିତ ଆଜି ସେ ପରିଚିତ : ୨୦ ବର୍ଷ ତଳେ ଯିଏ ରାଜନୈତିକ ମହଲରେ ଥିଲେ ଅଜଣା ନାଁ ଆଜି ସେହି ଓଡ଼ିଆ ପୁଅ ଭାରତ ବର୍ଷରେ […]

ଜୁନ୍‌ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ଜୁନ୍‌ ୧୭ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବାଚସ୍ପତି ସମସ୍ତ […]

ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ

ଭୁବନେଶ୍ୱର: (ଏନଟିପି) ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ।ନବୀନ ଏଥର ନୁଆଁ ମୁହଁ କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ସରକାରରେ ସାମିଲ […]

ବାରିପଦା ଗଡ଼ ହାତେଇବ କିଏ ?

ବାଜିରେ ଲାଗିଛି ବାରିପଦା! ଭୋଟ୍ ଦେଉଛନ୍ତି ମତଦାତା, ନିଜ ଅଞ୍ଚଳର ସିପାହୀ ପାଇଁ କାହାକୁ ବାଛିବେ ଜନତା ? ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲଢ଼େଇ । ମତ ସାବ୍ୟସ୍ତ କରି ନେତା ବାଛିବାକୁ ପୁଲିଂ […]

କିଏ ହାତେଇବ ଯଶିପୁର ? କାହା ସପକ୍ଷରେ ଯିବ ଜନମତ

କାହାର ହେବ ଯଶିପୁର? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛନ୍ତି ଭୋଟର । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ମତଦାତା । ଆଉ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନ […]

Follow by Email
WhatsApp