ଜୁନ୍ ୧୭ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବାଚସ୍ପତି ସମସ୍ତ ସାଂସଦଙ୍କୁ ଶପଥ ପାଠ କରାଇବେ । ଏହି ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ମୋଦି ସରକାରଙ୍କ ଦ୍ୱିତୀୟ ଇଂନିସର ବଜେଟ ଅଧିବେଶନ ଉପରେ ସାରା ଦେଶର ନଜର ରହିଛି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଲ ଉପରେ ମୋହର ଲାଗିବ ।
Related Posts
ବ୍ରାଉନସୁଗାର ବେପାରୀଙ୍କ ଘର ଭାଙ୍ଗିଲା ପ୍ରସାଶନ
- NTP Bureau Report
- 19/10/2022
- 0
ଭୁବନେଶ୍ୱର(ଏନ ଟିପି): ଖୋର୍ଦ୍ଧାରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଘର ଭାଙ୍ଗିଲା ପ୍ରଶାସନ ଓ ପୋଲିସ । ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଭଙ୍ଗାଗଲା ଘର । ତିନୋଟି କୋଠାକୁ ଭଙ୍ଗା ଯିବାକୁ ଚିହ୍ନଟ, ଗୋଟିଏକୁ ସମ୍ପୂର୍ଣ୍ଣ […]
ନାବାର୍ଡ ଦ୍ୱାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର(PLP)କୁ ଉନ୍ମୋଚନ କଲେ ଜିଲ୍ଲାପାଳ….
- NTP Bureau Report
- 04/01/2019
- 0
ଏନଟିପି (ଅନୁଗୁଳ)ଅନୁଗୁଳ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନାବାର୍ଡ ଦ୍ଵାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର କୁ ଆଜି ଜିଲାପାଳ ତାଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ ପ୍ରକୋଷ୍ଠରେ […]
କେତେ ରହିଛି ସୁନା ଓ ରୁପାର ଦର
- NTP Bureau Report
- 13/08/2019
- 0
ନୂଆଦିଲୀ(ଏନଟିପି): ରାଜଧାନୀ ଦିଲ୍ଲୀର ସରର୍ଫା ବଜାରରେ ସୋମବାର ସୁନା ୫୦ ଟଙ୍କା ବଢ଼ିବା ସହିତ ୩୮,୪୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଏବେ ପର୍ଯ୍ୟନ୍ତର ରେକର୍ଡ ସ୍ତରରେ ପହଁଚିଛି। ଚୀନ ଏବଂ ଆମେରିକା […]