ଲୋକସଭା ନିର୍ବାଚନରେ ବିଜେପି ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା, ଓଡ଼ିଶାରେ ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରିଛି ମାତ୍ର ସେତେ ଭଲ ପ୍ରଦର୍ଶନ କରିପାରିନାହିଁ। ୨୧ ଲୋକସଭା ଆସନ ମଧ୍ୟରୁ ୧୨ଟିରେ ବିଜେଡିକୁ ବିଜୟ ମିଳିଥିବା ବେଳେ ୮ ଟିରେ ବିଜେପିକୁ ସଫଳତା ମିଳିଛି।ଏଥର କନ୍ଧମାଳର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଶିକ୍ଷାବିତ୍ ଅଚ୍ୟୁତ୍ ସାମନ୍ତ। ଶିକ୍ଷାବିତରୁ ରାଜନୀତି, ପରେ ରାଜନୀତିରୁ ରାଜ୍ୟସଭା ସାଂସଦ ଓ ତାହା ପରେ ଏବେ ଲୋକସଭା ସାଂସଦ ପର୍ଯ୍ୟନ୍ତ ଯାତ୍ରା କେମିତି ଥିଲା ସେ ବାବଦରେ ନିର୍ବାଚନ ଜିତିବା ପରେ NEWS TIME PRO ସହ ଆଲୋଚନା କରିଛନ୍ତି ଅଚ୍ୟୁତ ସାମନ୍ତ ।
Related Posts
ମୋ ସରକାରରେ ସାମିଲ ହେଲା ୫ ବିଭାଗ
- NTP Bureau Report
- 01/03/2020
- 0
ଭୁବନେଶ୍ୱର(ଏନଟିପି) ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ । କ୍ରୀଡ଼ା ଓ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ, ସୂଚନା ଏବଂ ଲୋକସମ୍ପର୍କ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ […]
ନ୍ୟାୟ ପାଇଁ ଏସ.ପି.ଙ୍କୁ ଭେଟିଲେ ମୃତକଙ୍କ ପରିବାର..
- NTP Bureau Report
- 10/01/2019
- 0
ଏନଟିପି:(ଅନୁଗୁଳ)ନ୍ୟାୟ ପାଇଁ ଏସ ପି ଙ୍କ ଦ୍ବାରସ୍ତ ହେଲେ ମୃତକଙ୍କ ପରିବାର।ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନାର କଳମଛୁଇଁ ଗ୍ରାମର ରସାନନ୍ଦ ନାୟକ ଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅର ପରିବାର ଲୋକେ ମାରିଦେଇଥିବା […]
ରାଜ୍ୟ ନୁହେଁ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜାମ୍ମୁ କାଶ୍ମୀର
- NTP Bureau Report
- 05/08/2019
- 0
ନୂଆଦିଲ୍ଲୀ,ଅଗଷ୍ଟ ୦୫(ଏନଟିପି): ଆଉ ରାଜ୍ୟ ନୁହଁ କେନ୍ଦ୍ର ଶାସିତ ଅଂଚଳ ହେଲା ଜାମ୍ମୁ କାଶ୍ମୀର ଜାମ୍ମୁକାଶ୍ମୀର ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଜାମ୍ମୁକାଶ୍ମୀରକୁ ଧାରା ୩୭୦କୁ ନେଇ ଯେଉଁ […]