ଖଣିବନ୍ଦ ଆନ୍ଦୋଳନ ପାଇଁ NTPC କୋଇଲା ଷ୍ଟକ ଖାଲି

ଅନୁଗୋଳ(ଏନଟିପି): ଖଣିବନ୍ଦ ଆନ୍ଦୋଳନ ପାଇଁ ଏନଟିପିସି କୋଇଲା ଷ୍ଟକ ଖାଲି।ଅନୁଗୋଳ ଜିଲ୍ଲା ତାଳଚେର ଭରତପୁର କୋଇଲାଖଣିରେ ଅଘଟଣ ପରେ ୧୪ ଦିନ ଧରି ଖଣିବନ୍ଦ ଆନ୍ଦୋଳନ ଚାଲିଛି। ଖଣି ବନ୍ଦ ଆନ୍ଦୋଳନର ପ୍ରଭାବ ପଡିଛି […]

କାଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହଟିଲା ୩୭୦ ଏବଂ ୩୫ଏ ଧାରା

ନୂଆଦିଲ୍ଲୀ (ଏନଟିପି): ଜାମ୍ମୁ ଓ କାଶ୍ମୀରରୁ ଲଦାଖକୁ ଅଲଗା କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବ । ଏହା ସହିତ ଜାମ୍ମୁ ଓ କାଶ୍ମୀରରେ ବିଧାନସଭା […]

ଆମେରିକାର ୱାଲମାର୍ଟ ଷ୍ଟୋରରେ ବଡ଼ଧରଣର ଗୁଳିକାଣ୍ଡ, ୨୦ ମୃତ ଓ ୨୬ ଆହତ

ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ । ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିମାଡ ହୋଇଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛି । ଘଟଣାରେ ତିନି ଜଣ […]

ଏନଟିପିସିରେ କୋଇଲା ଶଙ୍କଟ,୪ ଟି ୟୁନିଟ ବନ୍ଦ

ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତପୁର କୋଇଲାଖଣିରେ ଅଘଟଣ ପରେ ଚାଲିଛି ଖଣିବନ୍ଦ ଆନ୍ଦୋଳନ।୧୧ ଦିନରେ ପହଁଚିଲା ଖଣିବନ୍ଦ ଆନ୍ଦୋଳନ।ଆନ୍ଦୋଳନ ଫଳରେ ତାଳଚେର ର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ […]

ସାମ୍ବାଦିକ ରବିଶ କୁମାରଙ୍କୁ ‘ରମନ ମାଗାସେସେ ଆୱାର୍ଡ’

ସାମ୍ବାଦିକ ଜଗତରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏନଡିଟିଭି ଇଣ୍ଡିଆର ମୁଖ୍ୟ ପରିଚାଳନା ସମ୍ପାଦକ ରବିଶ କୁମାରଙ୍କୁ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ‘ରମନ ମାଗାସେସେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ହିନ୍ଦୀ ଟିଭି […]

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ କଣ ଦେଲେ ବୟାନ ….

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ । ଟ୍ରମ୍ପ କହିଛନ୍ତି, ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ପାକ୍‌ […]

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ, ଜଣେ ଯବାନ ସହିଦ

ଜମ୍ମୁ-କଶ୍ମୀର : ଜମ୍ମୁ-କାଶ୍ମୀର ସୋପିଆନ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ସେନା […]

ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ

ନୂଆଦିଲ୍ଲୀ(ଏନ ଟି ପି): ସରକାରୀ ଘର ଛାଡିବେ ପୂର୍ବତନ ସାଂସଦ ଓ ଅବସରପ୍ରାପ୍ତ ଅଧିକାରୀ । ଦିଲ୍ଲୀ ଲୁଟିୟନ୍‌ରେ ସରକାରୀ ଘରେ ରହୁଥିବା ପୂର୍ବତନ ସାଂସଦ ଓ ଅପସରପ୍ରାପ୍ତ ଅଧିକାରୀ ଘର ଛାଡିବେ । ଏନେଇ […]

କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି ପିନ୍ଧିବେ ଧୋନୀ

ନୂଆଦିଲ୍ଲୀ: କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି, ବ୍ୟାଟ୍‌ ବଦଳରେ ବନ୍ଧୁକ ଧରିବେ ମାହି। ପଡ଼ିଆରେ ପ୍ରତିପକ୍ଷଙ୍କୁ ଚେକ୍‌ମେଟ୍‌ ଦେଉଥିବା ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ସୀମାରେ ଶତ୍ରୁଙ୍କୁ ଜଗିବେ। ଆଜିଠାରୁ […]

Follow by Email
WhatsApp