ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର (ଏନ ଟି ପି) ଭିଜିଲାନ୍ସ ହାତରେ ପଡିଲେ ନିର୍ବାହୀ ଯନ୍ତ୍ରୀ। ଜାତୀୟ ରାଜପଥ ଡିଭିଜନ ଜୟପୁର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ […]

ସଙ୍ଗୀତ ଦ୍ୱାରା ଶତ୍ରୁ ବି ବନିପାରେ ମିତ୍ର ; ଅତୁଲ୍ୟ ଚମ୍ପତିରାୟ,ପ୍ରକଳ୍ପ ନିର୍ଦେଶକ

ଅନୁଗୋଳ (ଏନଟିପି) ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ଜିଲ୍ଲାବାସୀଙ୍କ ପାଇଁ ତିନିଦିନ ଧରି ଆଣିଦେଇଥିଲା ଢେର ସାରା ଖୁସି।କଳା ,ସଂସ୍କୃତିର,ଐତିହ୍ୟର ଡୋରୀରେ ବାନ୍ଧି ରଖିଥିଲା ସଭିଙ୍କୁ।ମହୋତ୍ସବ ରେ ବିଭିନ୍ନ ନୃତ୍ୟଶିଳ୍ପୀ ଓ ଓଲିଉଡ କଳାକାରଙ୍କ […]

ସୋର ପାଣିସିଆ ଗାଁରେ ମହିଳାଙ୍କୁ କେମିତି ହେଲା ଆକ୍ରମଣ !

ବାଲେଶ୍ୱର(ଏନ ଟି ପି) ସୋର ପାଣିସିଆ ଗାଁରେ ଅଭାବନୀୟ କାଣ୍ଡ । ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରିବା ସହ ଏସିଡ୍ ଫିଙ୍ଗିଲେ ଦୁର୍ବୃତ୍ତ । ଶୌଚ ହେବା ପାଇଁ ଯିବାବେଳେ ଆକ୍ରମଣ କରିଥିବା ଅଭିଯୋଗ […]

ନିର୍ବାଚନ ପୂର୍ବରୁ ବଦଳିବେ ଏସପି ଓ କଲେକ୍ଟର …

ଭୁବନେଶ୍ୱର(ଏନଟିପି) ନିର୍ବାଚନ ପୂର୍ବରୁ ଆଇଏଏସ ଏବଂ ଆଇପିଏସ ସ୍ତରରେ ହେବ ବଡ ଅଦଳବଦଳ । ଜିଲ୍ଲା ସ୍ତରରେ ଯେଉଁ ଅଧିକାରୀ ମାନେ ୩ ବର୍ଷରୁ ଅଧିକ ସମୟ ଦାୟିତ୍ୱରେ ଅଛନ୍ତି କିମ୍ବା ୩୧ ମେ […]

ଗରିବ ବୟସ୍କଙ୍କୁ କଣ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଏନଟିପି(ଭୁବନେଶ୍ୱର) ଗରିବ ବୟସ୍କଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ବଢ଼ିଲା ମଧୁବାବୁ ପେନସନ୍ ଅର୍ଥ ରାଶି ।ଏଣିକି ବୟସ୍କ ବୃଦ୍ଧବୃଦ୍ଧାଙ୍କୁ ମିଳିବ ଅଧିକ ୨୦୦ ଟଙ୍କା । ୩୦୦ ଟଙ୍କା ପାଉଥିବା ବ୍ୟକ୍ତି ପାଇବେ […]

ସାମ୍ବାଦିକ ସାଜିଲେ ଦେବଦୂତ;ଭାରରେ ବୋହିଲେ ରୋଗୀ…

ମାଲକାନଗିରି (ଏନ ଟି ପି) ସାମ୍ବାଦିକ ଭାରରେ ବୋହିଲେ ରୋଗୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ।ରାସ୍ତା ନଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ । ସାମ୍ବାଦିକ ବଢ଼ାଇଲେ ସହାୟତାର ହାତ […]

ସମଲପ୍ରକଳ୍ପରେ ପାଣିପଞ୍ଚାୟତ ପକ୍ଷ ପାଳିତ

ଅନୁଗୋଳ (ଏନ ଟି ପି) ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ପ୍ରକଳ୍ପର ଡାକ ବଙ୍ଗଳା ରେ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି।ଏହି ଉତ୍ସବ ଟି ସମଲ ପ୍ରକଳ୍ପର ହେଡୱାର୍କସ ଡିଭିଜନର ନିର୍ବାହୀ ଯନ୍ତ୍ରୀ […]

୫୦ ବର୍ଷ ପରେ ବଦଳିଲା ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା !

ଭୁବନେଶ୍ୱର (ଏନଟିପି) ୫୦ ବର୍ଷ ତଳେ ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମ ମନ୍ଦିର ସେବା ସମିତିକୁ ମାଗଣାରେ ମିିଳିଥିଲା ସରକାରୀ ଜମି । ମନ୍ଦିର ପରିଚାଳନା ପାଇଁ ରହିଥିବା ପରିଚାଳନା ସମିତି […]

ଧର୍ମେନ୍ଦ୍ରଙ୍କ ମୁହଁରେ ଜବାବ ଦେଲେ ନେତା,କହିଲେ ପାର୍ଟି କଣ ତମ ପୈତୃକ ସଂପତ୍ତି ?

ଅନୁଗୋଳ (ଏନଟିପି) ବିଜେପିରେ ଦଳୀୟ ଅସନ୍ତୋଷ ସୀମା ଟପିଲାଣି । ଚରମ ସ୍ତରକୁ ଯାଇଛି ବିବାଦ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟରେ ରହିଥିବା ବେଳେ ଏହାର ଏକ ଝଲକ ଅନୁଗୁଳରେ ବଅଁରପାଳ ଅଞ୍ଚଳରେ […]

ପିଠା କାର୍ଯ୍ୟକ୍ରମକୁ କାହିଁକି ବିରୋଧ କଲେ ମହିଳା ସଂଘ,ପଢନ୍ତୁ ପୁରା ରିପୋର୍ଟ

ଛେଣ୍ଡିପଦା(ଏନଟିପି)–(ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ)- ବାଗେଡ଼ିଆ ଆଠ ନମ୍ବର ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ,ପ୍ରତିବାଦରେ ପୀଠା କାର୍ଯ୍ୟକ୍ରମକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା । ଅନୁଗୋଳ […]

Follow by Email
WhatsApp