ଜୁନ୍‌ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ଜୁନ୍‌ ୧୭ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବାଚସ୍ପତି ସମସ୍ତ […]

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ମନ୍ତ୍ରୀଙ୍କ ଭିତରେ ବିଭାଗ ବଣ୍ଟନ। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମିଳିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମିଳିଛି। ନିରଞ୍ଜନ ପୂଜାରୀ ହୋଇଛନ୍ତି […]

ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ

ଭୁବନେଶ୍ୱର: (ଏନଟିପି) ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ।ନବୀନ ଏଥର ନୁଆଁ ମୁହଁ କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ସରକାରରେ ସାମିଲ […]

ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ…⛹🏻‍♀🏅

ଯେବେ ବିବାହ କରିବି,ସମସ୍ତଙ୍କୁ କହିବି ଓ ନିମନ୍ତ୍ରଣ କରିବି। ଓଡ଼ିଆ ଘରର ବିଧିବିଧାନ ଅନୁସାରେ ବିବାହ କରିବି। ଭୁବନେଶ୍ୱର(୧୯/୫) :- ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍‌ସିପ୍‌ରେ) ଅଛନ୍ତି। […]

ଆନ୍ତର୍ଜାତିକ Art Of Giving Day ପାଳିତ।

ଭୁବନେଶ୍ୱର : ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂର ଷଷ୍ଠ ପ୍ରତିଷ୍ଠା ଦିବସ । ଭାରତ ସମେତ ବିଶ୍ୱର ୧୨୦ଟି ଦେଶରେ ଏକକାଳୀନ ଭାବେ ଚାଲିଛି କାର୍ଯ୍ୟକ୍ରମ । ଏକ ଲକ୍ଷ କେନ୍ଦ୍ରରେ ୨ କୋଟିରୁ […]

ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଲା

ଭୁବନେଶ୍ୱର (ଏନଟିପି): ୧୯୯୯ ମହାବାତ୍ୟା ଠୁ ପ୍ରଳୟଙ୍କରୀ ମହାବାତ୍ୟା । ଳୟଙ୍କରୀ ଫନିରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି । ପୁରୀରେ ସର୍ବାଧିକ ୩୯ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଖୋର୍ଦ୍ଧାରେ ୯ଜଣ, କଟକରେ […]

ଫନି ପରେ ଅନ୍ଧାର ବଡଦାଣ୍ଡ,୧୨ ରେ ଜଳିବ ଆଲୋକ

ଜୋରସୋରରେ ଚାଲିଛି ମରାମତି, ୧୨ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡରେ ଜଳିବ ଆଲୁଅ ବାତ୍ୟା ଫନିର ତାଣ୍ଡବ ପରେ ଉପକୂଳ ଓଡିଶାରେ ବିଦ୍ୟୁତ ସେବା ବ୍ୟାହାତ ହୋଇଛି । ବିଦ୍ୟୁତ ସମସ୍ୟା ନେଇ ସୂଚନା ଓ […]

ପରୀକ୍ଷା ଅଧାରୁ ଆର ପାରିକୁ ଚାଲି ଯାଇଥିଲେ ଶ୍ରୀଧର

ସୋମବାର ସିବିଏସ୍‌ଇ ପରୀକ୍ଷାର ଫଳ ବାହାରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ବିନାୟକ ଶ୍ରୀଧରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଡ଼ ହୋଇ ଜଣେ ଅନ୍ତରୀକ୍ଷ ବୈଜ୍ଞାନିକ ହେବାକୁ ଚାହୁଁଥିବା ଶ୍ରୀଧରଙ୍କ […]

ରାହା ଖୋଜୁଛି ବିଜୁଳି, ବିକ୍ରି ହେଉଛି ବିଞ୍ଚଣା । ଏସିରେ ଶୋଉଥିବା ଭୁବନେଶ୍ୱରିଆ ବଡବାବୁ ମାନେ ଏବେ ବିଞ୍ଚଣାକୁ କରିଛନ୍ତି ଭରସା।।

ଭୁବନେଶ୍ୱର (ଏନଟିପି) ବାତ୍ୟା ‘ଫୋନି’ ପାଇଁ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀବାସୀ । ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଚାଲିଯାଇଛି ସତ, ହେଲେ ଦେଇଯାଇଛି ଅନେକ ଦୁଃଖ । ଉଜୁଡିଯାଇଛି ସବୁଜିମା, […]

Follow by Email
WhatsApp