ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର” ନାମକ ପୁସ୍ତକ ଉନ୍ମୋଚିତ Posted on 20/02/201920/02/2019 by NTP Bureau Report ଭୁବନେଶ୍ୱର (ଏନଟିପି): ମହାତ୍ମା ଗାନ୍ଧିଙ୍କ ଉପରେ ଲିଖିତ ପୁସ୍ତକ “ ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର” ନାମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଇଆଇଏମ୍ସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ ଏବଂ କୋଲକାତା ପ୍ରେସ୍ କ୍ଲବ୍ ସଭାପତି ସ୍ନେହାଶିଷ ସୁରଙ୍କ ଦ୍ୱାରା ସଂପାଦିତ ଏହି ପୁସ୍ତକକୁ ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଉନ୍ମୋଚନ କରାଯାଇଛି।ଏଥିରେ ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ବର୍ଣ୍ଣନା କରାଯାଇଛି। ଗାନ୍ଧିଜୀଙ୍କ ନାତି ତୁଷାର ଗାନ୍ଧିଙ୍କ ସମେତ ବହୁ ବରିଷ୍ଠ ଲେଖକଙ୍କ ଲେଖା ଏଥିରେ ସ୍ଥାନ ପାଇଛି।ଜେ ଏସ ପି ଏଲ ଅନୁଗୋଳର ଭିପି ପ୍ରଶାନ୍ତ ହୋତା ମଧ୍ୟ ଉପସ୍ତିତ ଥିଲେ। Share on FacebookTweetFollow usSave Post Views: 172
Odisha ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ NTP Bureau Report 08/04/2019 0 ନରସିଂହପୁର(ଏନ ଟି ପି) କଟକ ଜିଲ୍ଲା ବଡମ୍ବା ଥାନା ମାଳତୀ ଗ୍ରାମରେ ଅଘଟଣ।ପୋଖରୀରେ ବୁଡି ଦୁଇ ଶିଶୁ ମୃତ।ମୃତ ଦୁଇଜଣ ଶିଶୁ ହେଉଛନ୍ତି ଅଜୟ ପଲେଇଙ୍କ ପୁଅ ମୁନା ପଲେଇ(୮ବର୍ଷ)ଓ ତାଙ୍କ ସାନଭାଇ ବିଜୟ […]
Odisha ଛେଣ୍ଡିପଦାର କୁମ୍ଭାର ସାହିରେ କୁରାଳ ପଞ୍ଚମୀ NTP Bureau Report 05/12/2019 0 ଛେଣ୍ଡିପଦା(ଏନଟିପି): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ର କୁମ୍ଭାର ସାହିରେ ୫ ଦିନ ଧରି କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ। କୁମ୍ଭାର ମାନଙ୍କର କୌଳିକ ବୃତି ହେଲା ମାଟି ରେ ବିଭିନ୍ନ ପ୍ରକାରର ଜିନିଷ ପ୍ରସ୍ତୁତ […]
Odisha ପାରିବାରିକ କଥାକୁ ନେଇ ଯୁକ୍ତି ତର୍କ :ପୁଅ ଉପରକୁ ବାପା ପିଙ୍ଗିଲା ଏସିଡ୍ NTP Bureau Report 23/04/2020 0 କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ର କଇଁଝର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁଅ ଉପରକୁ ଏସିଡ୍ […]