ପଟେଲଙ୍କ ଜନ୍ମ ଜୟନ୍ତୀରେ ଭୁବନେଶ୍ୱରରେ ଏକତା ପାଇଁ ଦୌଡର ଉଦଘାଟନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଏନଟିପି): ଅକ୍ଟୋବର ୩୧କୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଦେଶବ୍ୟାପୀ ଏକତା ପାଇଁ ଦୌଡ଼  କାର୍ଯ୍ୟକ୍ରମ […]

5 T ସଚିବଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ।ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ଦେବଗଡ଼ ପରେ ଅନୁଗୋଳ ରେ ମୋ ସରକାର କାର୍ଯ୍ୟକ୍ରମ କିଭଳି  କାର୍ଯ୍ୟକାରୀ […]

ବିସ୍ଥାପିତଙ୍କ ଦାବି ପାଇଁ ଆନ୍ଦୋଳନ, ବିଧାୟକ ଙ୍କୁ ଥାନାରେ ଅଟକ

ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର ରେ ବିସ୍ଥାପିତ ଙ୍କ ପାଇଁ ଆନ୍ଦୋଳନ କରି ଥାନାରେ ଅଟକ ଅଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ତାଳଚେର MCL ଦ୍ୱାରା କ୍ଷ୍ୟତିଗ୍ରସ୍ତ ଭାଲୁଗାଡ଼ିଆ ଠାରେ MCL […]

SOS ଭିଲେଜ୍ ରେ ମୁଖ୍ୟମନ୍ତ୍ରୀ ପାଳିଲେ ଦୀପାବଳି

ଭୁବନେଶ୍ୱର(ଏନଟିପି): ଅସତ୍ୟ ଉପରେ ସତ୍ୟର ବିଜୟ।ଅଧର୍ମ ଉପରେ ଧର୍ମର ବିଜୟ।ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଉତ୍ସବ ଆମ ଜୀବନରେ ଆଲୋକ ସହ ଖୁସୀ ଭରିଦିଏ। ଦୀପ ଜାଳି ବାଣ ଫୁଟାଇ ବଡବଡୁଆଙ୍କୁ […]

କୁଲାଡ଼ ସେଣ୍ଟ୍ରାଲ ପୂଜା କମିଟି ତରଫରୁ ମା’ ଙ୍କ ଆଜ୍ଞା ଲଡୁ ନିଲାମ

(ଅନୁଗୋଳ : NEWS TIME PRO)ଅନୁୁୁଗୋଳ ଜିଲ୍ଲା କୁଲାଡ଼ ଗାଁ ରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୋଇଯାଇଛି ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆ ନୂଆ ମେଢ଼ ସାଙ୍ଗକୁ ସୁନ୍ଦର […]

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ଅନୁଗୋଳ ( ଏନଟିପି): ଅନୁଗୁଳ ଜିଲ୍ଲା ନାଲକୋ ସିପିିପି ପ୍ଲାଣ୍ଟ ପରିସରରେ ଥିବା ୫ନମ୍ବର ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।  ଆଜି […]

ନଭେମ୍ବର ୧୩ ରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଏନଟିପି): ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୦ କାର୍ଯ୍ୟଦିବସ ରହିବ । […]

ଓଡ଼ିଶାରେ ବର୍ଷା ବିତ୍ପାତ ;ଆସନ୍ତାକାଲି ୯ ଟି ଜିଲ୍ଲା ସ୍କୁଲ ଛୁଟି

ଭୁବନେଶ୍ୱର, ଅକ୍ଟୋବର ୨୪(ଏନଟିପି): ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଯାହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ତଳିଆ ଅଂଚଳ ଜଳମଗ୍ନ ହୋଇପଡ଼ିଛି । […]

ରୀତା ସାହୁଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏନଟିପି) ରେକର୍ଡ ସଂଖ୍ୟକ ଭୋଟରେ ବାଜି ମାରିଛନ୍ତି ରୀତା ସାହୁ। ବିଜୟ ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍‌। ଦଳୀୟ ନେତା, କର୍ମୀ ଓ ସମର୍ଥକ ଖୁସି ମନାଉଛନ୍ତି। ବିପୁଳ ବିଜୟ ପାଇଁ ରୀତାଙ୍କୁ ଶୁଭେଚ୍ଛା […]

କୁଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର(ଏନ ଟି ପି): ବରିଷ୍ଠ ଆଇପିଏସ ଅଫିସର ଧୀରେନ୍ଦ୍ର ସମ୍ଭାଜୀ କୁଟେଙ୍କୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । କୁଟେ ୧୯୯୭ ବ୍ୟାଚର ଆଇପିଏସ ଅଫିସର, ଏବେ ମୁଖ୍ୟମନ୍ତ୍ରୀଙ୍କ […]

Follow by Email
WhatsApp