ପରକିୟା ପ୍ରୀତି, ମା ନେଲା ଦୁଇ ବର୍ଷ ଶିଶୁ ପୁତ୍ରର ଜୀବନ Posted on 31/10/201931/10/2019 by NTP Bureau Report ରାୟଗଡା(ଏନଟିପି): ପ୍ରେମରେ ଅନ୍ଧ ହୋଇ ନିଜ ଜନ୍ମିତ ପୁତ୍ରକୁ ପ୍ରେମିକ ସହ ମିଶି କଲା ହତ୍ୟା।ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡା ସହରରେ।ଏହି ଘଟଣାରେ ରାୟଗଡା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଭବେନେଶ୍ୱର ସ୍ଥିତ ନୀଳାଦ୍ରି ବିହାର ଅଞ୍ଚଳରେ ନିଜ ସ୍ୱାମୀଙ୍କ ସହ ରହୁଥିଲେ ମିନା ଦାସ।ଅଭିଯୁକ୍ତ ପାର୍ଥ ସାରଥିଙ୍କ ସହ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ରହି ଆସିଥିଲା।ତେବେ ଗତ ୨୪ତାରିଖ ଦିନ ମିନା ଦାସ ନିଜ ସ୍ୱମୀଙ୍କୁ ଛାଡି ପ୍ରେମୀକଙ୍କ ପାଖକୁ ବା ରାୟଗଡା ଆସିଥିଲେ।ସାଙ୍ଗରେ ପୁଅକୁ ଆଣିଥିବାରୁ ପ୍ରେମିକ ରାଗିବ ସହ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।ତେବେ ପାର୍ଥ ସାରଥୀ ଅତ୍ୟଧିକ ରାଗି ଯାଇ ମିନାଙ୍କ ପୁଅ ଉପରକୁ ଆକ୍ରମଣ କରିବାରୁ ୨ବର୍ଷର ଶିଶୁପୁତ୍ର ପ୍ରାଣ ଚାଲିଯାଇ ଥିଲା।ଶବ ଵ୍ୟଵ ଛେଦ ପରେ ରିପୋର୍ଟରେ ପୁଅର ଶରୀରରେ କ୍ଷତଚିନ୍ହ ରହିଥିବା ପୋଲିସ ପାଇଥିଲେ।ଏହି ଘଟଣାକୁ ନେଇ ପୋଲିସ ନିଜଆଡୁ ତଦନ୍ତ କରିବା ସହ ମିନା ଦାସ ଓ ପାର୍ଥସାରଥୀ ଧଳକୁ ଅଟକ ରଖି ପଚରାଉଚରା କରିଥିବା ବେଳେ ହତ୍ୟାର ରହସ୍ୟ ଦୁହେଁ ବଖାଣି ଥିଲେ ପୋଲିସ ଆଗରେ Share on FacebookTweetFollow usSave Post Views: 419
Odisha ବାଲିଗୁଡା ପୋଲିସ ପକ୍ଷରୁ କରୋନା ଚେତନତା NTP Bureau Report 09/04/2020 0 କନ୍ଧମାଳ :୧୦/୪.(ଏନଟିପି) କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରଚେଷ୍ଟା ଜାରିରହିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗାଁ ଠୁ ସହର ସବୁଠି ଜନସାଧାରଣଙ୍କୁ ସଚେନତ କରିବାରେ ଲାଗିଛନ୍ତି ବାଲିଗୁଡ଼ା […]
Odisha ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା ଭାରତ NTP Bureau Report 15/02/2019 0 ନୂଆଦିଲ୍ଲୀ: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଦୃଢ ପଦକ୍ଷେପ ନେଇଛି। ଭାରତ ଏବେ ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତାରୁ ପାକିସ୍ତାନକୁୁ ବାଦ୍ ଦେଲା। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ […]
Odisha KSOM Ranked 2nd in Times BBA Education Ranking Survey 2020 NTP Bureau Report 04/09/2020 0 Bhubaneswar(NewsTimePro): In yet another landmark, KIIT School of Management has been ranked 2nd in the Times BBA Education Ranking Survey 2020. The Times Survey report was […]