ଲକଡାଉନ ନିୟମକୁ ଫୁ..କର୍ଫ୍ୟୁ କୁ ମଧ୍ୟ ଫୁ…ରାତିରେ ଅନୁଗୋଳରେ ବସୁଛି ପରିବା ହାଟ ; କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ?

ଅନୁଗୋଳ(ଏନଟିପି): ଅନୁଗୋଳରେ ଲକଡାଉନ ନିୟମକୁ ଖୁଲାମଖୁଲା ଉଲ୍ଲଂଘନ ।ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ କେତେ ସଚେତନ ଅଛନ୍ତି ।ସାମାଜିକ […]

ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ପ୍ରସୂତି ମହିଳାଙ୍କ ହାତ ଭିତରେ ଛୁଞ୍ଚି ରହିଗଲା: ଚିକିତ୍ସାରେ ଅବହେଳା ଅଭିଯୋଗ

କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଥିବା ପ୍ରସୂତି ବିଭାଗ ଚିକିତ୍ସାରେ ଅବହେଳା ଅଭିଯୋଗ । ପ୍ରସୂତୀ ମହିଳାଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପ୍ରସୂତୀ ମହିଳାଙ୍କ ସ୍ବାମୀ । ସୂଚନା […]

୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ ଅକ୍ଷମତା ପ୍ରକାଶ କଲେ ବାଲିଗୁଡା ବସ ମାଲିକ ସଂଘ

କନ୍ଧମାଳ(ଏନଟିପି): ରାଜ୍ୟ ସରକାର ଗ୍ରୀନ ଜୋନ୍ ରେ ଥିବା ଜିଲ୍ଲାଗୁଡ଼ିକରେ ଥିବା ଘରୋଇ ବସ ସେବାକୁ ଅନୁମତି ଦେଇଛନ୍ତି । କିନ୍ତୁ ନିର୍ଦ୍ଧାରିତ ସିଟ୍ ର ୫୦ ପ୍ରତିଶତ କମ୍ ଯାତ୍ରୀରେ ପରିବହନ ପାଇଁ […]

ଲକ ଡାଉନରେ ଘର ଚୂଲିରେ ଆଗ ମଦ, ପରେ ଭାତ:ବିଦେଶୀ ମଦ ଦୋକାନ ବନ୍ଦ ଥିବା ବେଳେ ଆସୁଛି କୁଆଡୁ, ବିକ୍ରି ହେଉଛି କିପରି?

କନ୍ଧମାଳ(ଏନଟିପି): କରୋନା କଟକଣା ପାଇଁ ବିଦେଶୀମଦ ଦୋକାନ ବନ୍ଦ। ଏଥିପା‌ଇଁ ଅଭ୍ୟାସଗତ ମଦ୍ୟପଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। କିଏ ଦୁଇଗୁଣା ଦାମ ଦେଇ କିଣୁଛି ତ ଆଉ କିଏ ୩୦ରୁ ୪୦ କିଲୋମିଟର ଦୂରକୁ […]

ଲକଡାଉନ କୁ ଫୁ..ମଲ ପଛ ସଟର ଖୋଲି ଚାଲିଛି ବେପାର;ପ୍ରଶାସନ ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଅନୁଗୋଳ(ଏନଟିପି): ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳ ଜିଲ୍ଲା ଗ୍ରୀନ ଯୋନରେ ଥିବାରୁ ଲକ ଡାଉନ କୁ କୋହଳ କରିଛି ଜିଲ୍ଲାପ୍ରଶାସନ।ଛୋଟ ଛୋଟ ଦୋକାନ ବଜାର ଖୋଲିବାର ଅନୁମତି ଥିଲେ […]

ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର

କନ୍ଧମାଳ, ୬/୬.(ଏନଟିପି)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର  କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ […]

72 ଦିନ ପରେ ବିଧବା ମହିଳାଙ୍କ ହାଡ଼ କଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରୁ ଅଭିଯୁକ୍ତ ଗିରଫ

କନ୍ଧମାଳ, ୫/୫.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଗୋବରକୁଟି ଗାଁ ର ବିଧବା ମହିଳା ନିର୍ମଳାଙ୍କ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ୍ । […]

ଅନୁଗୋଳ ମୁସଲିମ ସମାଜ ପକ୍ଷରୁ ଖାଦ୍ୟ ବଣ୍ଟନ

ଅନୁଗୋଳ (ଏନଟିପି): ଅନୁଗୋଳ ମୁସଲିମ ସମାଜ ପକ୍ଷରୁ ଅସହାୟ ଙ୍କୁ ଖାଦ୍ୟ ବଣ୍ଟନ।କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି।ଗୋଟିଏ ପରେ ଗୋଟିଏ ଦେଶ କୁ ବ୍ୟାପିବାରେ ଲାଗିଛି।କରୋନା ଛଡାଇ ନେଇଛି ଜୀବିକା।କରୋନା […]

ଏମ୍‌.ସି.ଏଲ.ର ନୂତନ ନିର୍ଦ୍ଦେଶକ ବୈଷୟିକ ଭାବେ ବବନ ସିଂ ଙ୍କର କାର୍ଯ୍ୟଭାର ଗ୍ରହଣ

ସମ୍ବଲପୁର,(ଏନ ଟି ପି): ମହାନଦୀ କୋଲଫିଲଡ଼ସ ଲିମିଟେଡ଼ର ୪ର୍ଥ ନିର୍ଦ୍ଦେଶକ ବୈଷୟିକ (ଯୋଜନା ଏବଂ ପରିଯୋଜନା) ଭାବେ ବବନ ସିଂ ଗତ ୩୦ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ସିଂ ଇଣ୍ଡିଆନ ସ୍କୁଲ […]

Follow by Email
WhatsApp