ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ କ୍ଷତି ସହିବେ ମତ୍ସ୍ୟଚାଷୀ : ତାରା ପଟ୍ଟନାୟକ

ଭୁବନେଶ୍ୱର(ଏନଟିପି): କରୋନା ଭଳି ମହାମାରୀ ରୁ ବର୍ତ୍ତିବାକୁ ହେଲେ ଘରେ ରହିବାକୁ ହେବ।ଘରେ ରହିଲେ ସୁସ୍ଥ ରହିପାରିବେ।ଘରେ ରହି କରୋନା ଭୁତାଣୁ ସହ ଲଢ଼େଇକରାଯାଇପାରିବ।ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୨୧ ଦିନ […]

କରୋନା ମୁକାବିଲା ଚିନ୍ତା: ଦାରିଙ୍ଗବାଡ଼ି ପୋଲିସକୁ ସହଯୋଗ କରିବେ ସ୍ବେଚ୍ଛାସେବୀ

କନ୍ଧମାଳ(ଏନଟିପି):  ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ସିମା ସିଲ୍‌ କରିବା […]

ନାଲକୋ ସହାୟତାରେ ନବରଙ୍ଗପୁର ଠାରେ ୨୦୦ ଶଯ୍ୟା ବିଶିଷ୍ଠ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ

ଭୁବନେଶ୍ୱର(ଏନ ଟି ପି): କରୋନା ଭୁତାଣୁ ସଂକ୍ରମଣ ଜନିତ ମହାବିପତ୍ତି ର ମୁକାବିଲା ପାଇଁ ଦେଶ ଓ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତବ୍ୟ ପରାୟଣତା ପ୍ରଦର୍ଶ ସ୍ୱରୂପ ରାଷ୍ଟ୍ରାୟତ ନବରତ୍ନ କମ୍ପାନୀ […]

ମୋଟର ଚାଳକଙ୍କୁ ସହାୟତା ପାଇଁ ଦାବିପତ୍ର ପ୍ରଦାନ

କନ୍ଧମାଳ(ଏନ ଟି ପି): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ମୋଟର […]

COVID19 ମୁକାବିଲା ପାଇଁ ଗାଁ ମହିଳାଙ୍କୁ ସଶକ୍ତ କରାଉଛି ଟାଟା ଷ୍ଟିଲ ବି ଏସ ଏଲ

ଢେଙ୍କାନାଳ(ଏନ ଟି ପି): COVID19 ମୁକାବିଲା ପାଇଁ ଗାଁ ମହିଳାଙ୍କୁ ସଶକ୍ତ କରାଉଛି ଟାଟା ଷ୍ଟିଲ ବି ଏସ ଏଲ।ସିଲାଇ ତାଲିମପ୍ରାପ୍ତ ଏସ ଏଚ ଜି ମହିଳାଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ୨୦,୦୦୦ ମାସ୍କ […]

କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା

କନ୍ଧମାଳ(ଏନଟିପି) ଲକ୍‌ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ, ହାର୍ଡଓ୍ବେର ଷ୍ଟୋର କରିଥିବା ବଡ ବ୍ୟବସାୟୀ ଘରେ […]

କନ୍ଧମାଳ: ନକଲି ଅଗ୍ନିଶମ କର୍ମଚାରୀ ଗିରଫ

କନ୍ଧମାଳ:.(ଏନଟିପି) ଜଣେ ନକଲି ଅଗ୍ନିଶମ କର୍ମଚାରୀଙ୍କୁ ଖଜୁରିପଡ଼ା ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗୁରୁପଦା ଗ୍ରାମର ବାବୁଲ କହଁର। ବାବୁଲ ନିଜକୁ ଅଗ୍ନିଶମ ବିଭାଗର କର୍ମଚାରୀ କହି ନକଲି […]

କୋଭିଡ ଯୋଦ୍ଧାଙ୍କୁ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃତଜ୍ଞତାପତ୍ର.

କନ୍ଧମାଳ.(ଏନଟିପି) କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ କଟକଣା। ଦୋକାନ ବଜାର ସବୁ ବନ୍ଦ, ରାସ୍ତା ଘାଟ ଶୁନଶାନ। ଏଭଳି ପରିସ୍ଥିତିରେ ବିଭିନ୍ନ ଜରୁରୀ ବିଭାଗର ଅଧିକାରୀ, କର୍ମଚାରୀମାନେ କରୋନା ମୁକାବିଲା ପାଇଁ ଲଢୁଛନ୍ତି। […]

Follow by Email
WhatsApp