କନ୍ଧମାଳ: ନକଲି ଅଗ୍ନିଶମ କର୍ମଚାରୀ ଗିରଫ Posted on 09/04/202009/04/2020 by NTP Bureau Report କନ୍ଧମାଳ:.(ଏନଟିପି) ଜଣେ ନକଲି ଅଗ୍ନିଶମ କର୍ମଚାରୀଙ୍କୁ ଖଜୁରିପଡ଼ା ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗୁରୁପଦା ଗ୍ରାମର ବାବୁଲ କହଁର। ବାବୁଲ ନିଜକୁ ଅଗ୍ନିଶମ ବିଭାଗର କର୍ମଚାରୀ କହି ନକଲି ୟୁନିଫର୍ମ ପିନ୍ଧି ବୁଲୁଥିଲେ। ଖଜୁରିପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ବନ୍ଧସାହିରେ କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ବାବୁଲୁଙ୍କୁ ଦେଖି ତାଙ୍କ ପରିଚୟପତ୍ର ମାଗିଥିଲେ । ବାବୁଲ ତାହା ଦେଖାଇ ନ ପାରିବାରୁ ଗିରଫ କରାଯାଇଥିଲା। ଜାମିନରେ ମୁକୁଳିବା ପରେ ବାବୁଲଙ୍କୁ ଦୁଡ଼ିପଡ଼ା ପଞ୍ଚାୟତର କରୋନା ଆଇସୋଲେଶନ ସେଣ୍ଟରରେ ୧୪ ଦିନ ପାଇଁ ରଖାଯାଇଛି। ଏ ନେଇ ଥାନାରେ ନଂ.୩୪/୨୦ ରେ ମାମଲା ରୁଜୁ ହୋଇଛି। Share on FacebookTweetFollow usSave Post Views: 243
Odisha ବାଲିଗୁଡା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କଲେ ସମାଜସେବୀ NTP Bureau Report 18/04/2020 0 କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । […]
Odisha ଲକଡାଉନ କୁ ଫୁ..ମଲ ପଛ ସଟର ଖୋଲି ଚାଲିଛି ବେପାର;ପ୍ରଶାସନ ର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା NTP Bureau Report 08/05/2020 0 ଅନୁଗୋଳ(ଏନଟିପି): ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳ ଜିଲ୍ଲା ଗ୍ରୀନ ଯୋନରେ ଥିବାରୁ ଲକ ଡାଉନ କୁ କୋହଳ କରିଛି ଜିଲ୍ଲାପ୍ରଶାସନ।ଛୋଟ ଛୋଟ ଦୋକାନ ବଜାର ଖୋଲିବାର ଅନୁମତି ଥିଲେ […]
Odisha ହୋ ମାଗେ ପରବରେ ଯୋଗଦେଲେ ବିଧାୟକ NTP Bureau Report 02/03/2020 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଅନ୍ତର୍ଗତ ଝାରବେଡା ପଞ୍ଚାୟତର ବରବାହାଳି ଗ୍ରାମରେ ଚାଲିଥିବା ଆଦିବାସୀ ଭାଇ ଭଉଣି ମାନଙ୍କର #ହୋ #ମାଗେ ପରବ ଉତ୍ସବରେ ଯୋଗଦେଲେ ପାଲଲହଡାର ବିଧାୟକ ମୁକେଶ ପାଳ।ଶ୍ରୀ ପଲ […]