ସରକାରଙ୍କ 5T ଛାଟରେ ୩ ଦୁର୍ନୀତି ଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଏନଟିପି): ଦୁର୍ନୀତି ଖୋର ଅଫିସର ସାବଧାନ।ଲାଂଚଖୋର ମନୋବୃତି ଛାଡି ସରକାରୀ କାମରେ ମନ ଦିଅନ୍ତୁ ନେହେଲେ ପଡିବ 5T ଛାଟ।ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟସରକାରଙ୍କ 5T ଛାଟ । ଗୋଟିଏ ଦିନରେ ଆଜି ୩ ଜଣ […]

କାଳନ୍ଦୀ ସାମଲଙ୍କ ଲିଖିତ ଉପନ୍ୟାସ ‘ଯାଆଁଳା ତୋଟା’କୁ ଲୋକାର୍ପିତ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର(ଏନଟିପି): ବିଜେପିର ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଯାଅଁଳା ତୋଟା’ ରବିବାର ଦିନ ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାୟୁଡୁ ରାଜଭବନଠାରେ ଲୋକାର୍ପିତ କରିଛନ୍ତି । ଏହି ଲୋକାର୍ପଣ ସମୟରେ ରାଜ୍ୟପାଳ ଗଣେଶି ଲାଲ ଓ […]

ଶତବାର୍ଷିକୀ ସମାରୋହ : ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ନେଉ ‘ସମାଜ’ – ଧର୍ମେନ୍ଦ୍ର ପ୍ରଧାନ

*ପଣ୍ଡିତ ଗୋପବନ୍ଧୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଲଢେଇ ପାଇଁ ସମାଜକୁ ଆୟୁଧ କରିଥିଲେ*ଓଡିଶା ପୃଥିବୀର ଏକ ସମୃଦ୍ଧଶାଳୀ ଅଂଚଳ ହେଲେ ଏହା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିହେବ ଉଚିତ୍ ଶ୍ରଦ୍ଧାଞ୍ଜଳି କଟକ (ଏନ ଟି […]

ଭାଇଚାରା ସୃଷ୍ଟି କରିବା କବିତା ହେଉଛି ମାଧ୍ୟମ :ଉପରାଷ୍ଟ୍ରପତି

ଭୁବନେଶ୍ୱର(ଏନଟିପି): ଦିନ୍ଯକିଆ ଗସ୍ତରେ ଆସିଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟ ନାଇଡୁ ।ଭୁବନେଶ୍ୱରର କିଟ ରେ ଆୟୋଜିତ ୩୯ ତମ ବିଶ୍ୱ କବି ମହାକୁମ୍ଭ’ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗଦେଇଛନ୍ତି। ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ […]

ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ

ଢେଙ୍କାନାଳ(ଏନଟିପି): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠାରେ ଟାଟା ଷ୍ଟିଲ ବି ଏସ ଏଲ ପକ୍ଷରୁ ଏକ ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଢେଙ୍କାନାଳର ସାଂସଦ […]

ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଏନଟିପି) : ବିକାଶ ପାଇଁ ସହମତି ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହୁ ବୋଲି କନକ୍ ନ୍ୟୁଜ୍ର ୧୦ ବର୍ଷ ଓ ସମ୍ବାଦର ୩୫ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି […]

୩୦ ସେକେଣ୍ଡରେ ମିଳିବ ୫୦ ହଜାର ଟଙ୍କାର ଋଣ :ଧର୍ମେନ୍ଦ୍ର

ଭୁବନେଶ୍ୱର(ଏନଟିପି): ମୋଦି ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ ଗୁଡିକ ଗରିବ ଲୋକଙ୍କର ସାଥି ହୋଇପାରିଛନ୍ତି। ବର୍ତମାନ ବ୍ୟାଙ୍କ ଖାତା,୩ ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ […]

Follow by Email
WhatsApp