ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ Posted on 05/10/201905/10/2019 by NTP Bureau Report ଢେଙ୍କାନାଳ(ଏନଟିପି): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠାରେ ଟାଟା ଷ୍ଟିଲ ବି ଏସ ଏଲ ପକ୍ଷରୁ ଏକ ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଢେଙ୍କାନାଳର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥି ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମା ରାଣୀ ନାୟକ , ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରା , ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟ ରଂଜନ ମାହୁନ୍ତ , ହିନ୍ଦୋଳ NAC ଅଧ୍ୟକ୍ଷା ଶ୍ରୀମତୀ ରୀନା ବେହେରା , ଟାଟା ଷ୍ଟିଲର ପ୍ରତିନିଧି ତଥା ଉପସଭାପତି ଶ୍ରୀ ଚାଣକ୍ୟ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଏହି ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ । Share on FacebookTweetFollow usSave Post Views: 246
Odisha ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା,୪ ମୃତ ୫ ଗୁରୁତର NTP Bureau Report 24/12/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ୪ ମୃତ ୫ ଗୁରୁତର। ବୋଲେରୋକୁ ସୁଶୀଲ ନାମକ ଯାତ୍ରୀବାହୀ ବସ ଧକ୍କା […]
Business Odisha Jindal Foundation Observes Seva Divas on Chairperson Smt. Shallu Jindal’s Birthday NTP Bureau Report 21/10/2024 0 Bhubaneswar, October 22, 2024: Jindal Foundation, the social arm of Jindal Steel & Power, observed the Seva Divas nationwide to mark the birthday of its […]
Odisha ବାରହା ଆକ୍ରମଣରେ ଯୁବକ ଗୁରୁତର* NTP Bureau Report 23/04/2020 0 କନ୍ଧମାଳ.(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ମାଦାଗୁଡା ଗାଁ ରେ ଅଭାବନୀୟ ଘଟଣା ଘଟିଛି । ସୂଚନା ପ୍ରକାରେ ମାଦାଗୁଡା ଗ୍ରାମର ରବି ମଲ୍ଲିକ ନାମକ ଜଣେ ଯୁବକ ନିକଟସ୍ଥ […]