ତାଳଚେର ବିଧାୟକ CMRF କୁ କରୋନା ପାଇଁ ୩ ମାସର ଦରମା କଲେ ଦାନ Posted on 24/03/202024/03/2020 by NTP Bureau Report ଅନୁଗୋଳ(ଏନ ଟି ପି): କରୋନା ଏବେ ବିଶ୍ୱ ମହାମାରୀ।କରୋନାର ମୁକାବିଲା କେବଳ ସଚେତନ ରହିପାରିଲେ ହିଁ ରୋକାଯାଇପାରିବା।ରାଜ୍ୟରେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରାଯାଇଛି।କିନ୍ତୁ ଲୋକେ ଲକଡାଉନ କୁ ମାନିବାର ରହିଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲକ୍ ଡାଉନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କେବଳ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲାଗି ଲୋକମାନେ ବାହାରକୁ ବାହାରିବା ପାଇଁ ସରକାର କଟକଣା ଜାରି କରିଛନ୍ତି । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାନ । ୩ ମାସର ଦରମା ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ COVID-19 ପାଣ୍ଠିକୁ ଏହି ଦରମା ଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ଅନ୍ୟମାନେ ମଧ୍ୟ ଦାନ କରିବାକୁ ଅପିଲ୍ କରିଥିଲେ ନବୀନ।ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ତାଙ୍କର ୩ ମାସର ଦରମା CMRF(Chief Minister Relief Fund) କୁ ଦାନ କରିଛନ୍ତି । Share on FacebookTweetFollow usSave Post Views: 388
Odisha କାହିଁକି ଆନ୍ଦୋଳନକୁ ସ୍ଥଗିତ ରଖିଲା ତାଳଚେର ସୁରକ୍ଷା ମଞ୍ଚ ? NTP Bureau Report 14/01/2019 0 ଏନଟିପି(ଅନୁଗୋଳ) ଅନୁଗୁଳ ଜିଲ୍ଲା ତାଳଚେର ସୁରକ୍ଷା ମଞ୍ଚ ଦ୍ୱାରା ୧୬ ଦଫା ଦାବି ନେଇ ୪ ଦିନ ଧରି ଖଣିବନ୍ଦ ଆନ୍ଦୋଳନ ଚାଲିଥିଲା।ପ୍ରଶାଶନ ସହ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ମଞ୍ଚ।ଏନେଇ ଆଜି […]
Odisha NATIONAL Political Tadka ସର୍ଭେରେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Smrutilipi 07/02/2023 0 ଭୁବନେଶ୍ୱର, ତା.୦୭/୦୨: କେବଳ ଭାରତବର୍ଷ ନୁହେଁ, ବରଂ ସମଗ୍ର ବିଶ୍ୱ ଆଜି ମୋଦିଜୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି : ସମୀର ମହାନ୍ତି ଆମେରିକା ରାଷ୍ଟ୍ରପତି ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ସମେତ […]
Odisha KISS Organises Mega Guardians’ Meet NTP Bureau Report 17/12/2023 0 Bhubaneswar, Dec 17: The Kalinga Institute of Social Sciences (KISS) organised a mega Guardians’ meet here on Sunday, with the Founder of KIIT-KISS Dr Achyuta Samanta […]