ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି Posted on 07/03/202007/03/2020 by NTP Bureau Report ଅନୁଗୋଳ(ଏନଟିପି): ଆସନ୍ତା ରାଜ୍ୟସଭା ନୀର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଖାଲି ହୋଇଥିବା ୪ଟି ଆସନ ପାଇଁ ସର୍ବଶ୍ରୀ ସୁବାଷ ସିଂ, ମୁନା ଖାନ, ସୁଜିତ କୁମାର ଏବଂ ମମତା ମହନ୍ତ ପ୍ରାର୍ଥୀ ହୋଇଛନ୍ତି ।ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ଦିନ ଏହି ୪ଟି ଆସନ ପାଇଁ ଯେଉଁ ନିର୍ବାଚନ ହେବ ରାଜ୍ୟରୁ ଏହି ୪ଜଣ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । Share on FacebookTweetFollow usSave Post Views: 436
Odisha କେଉଁ ଆଧାରରେ ସରକାରୀ ଗାଡିର ଇନସ୍ୟୁରାନ୍ସ ଦରକାର ପଡିନଥାଏ ? NTP Bureau Report 18/09/2019 0 ଅନୁଗୋଳ(ଏନଟିପି) : ବେପରୁଆ ଗାଡି ଚାଳନା ଯୋଗୁଁ ବଢି ଚାଲିଛି ସଡକ ଦୁର୍ଘଟଣା। ସଡକ ଦୁର୍ଘଟଣାକୁ କମ କରିବା ପାଇଁସରକାର ମୋଟର ଭେଇକିଲ୍ ଆକ୍ଟରେ କତେକ ସଂଶୋଧନ ଆଣିଛନ୍ତି । ୧୯୮୮ ପରିବହନ ଆଇନ କୁ […]
Odisha ପରଲୋକରେ ଜୟଦେବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର NTP Bureau Report 26/04/2020 0 ଭୁବନେଶ୍ୱର (ଏନଟିପି) : ବିଶିଷ୍ଟ ନାଟ୍ୟକାର ତଥା ଚଳଚ୍ଚିତ୍ର କାହାଣୀ ଲେଖକ ବିଜୟ ମିଶ୍ରଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ମୃତ୍ୟୁକୁ ସିନା ଜିତି ପାରିଲେନି ହେଲେ […]
Odisha ବାଇକ ଚୋରଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଯୁବ ସମାଜସେବୀ। NTP Bureau Report 24/04/2019 0 ଭୁବନେଶ୍ବର: ରାଜଧାନୀରେ ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ପାଇଁ କମିଶନରେଟ ପୋଲିସ ପୁରା ଶକ୍ତି ଲଗାଇଦେଇଥିଲା । ଏହାର ସୁଯୋଗ ନେଇ କିଛି ଅପରାଧି […]