ମହତ୍ତ ବାର୍ତ୍ତା ନେଇ ସମର ଶିକ୍ଷାର୍ଥୀ ବାହିନୀର ବାଇକ ରାଲି Posted on 01/02/201901/02/2019 by NTP Bureau Report ଅନୁଗୋଳ(ଏନଟିପି) ଆଠମଲ୍ଲିକ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପଚାଶ ଜଣ ଛାତ୍ର ପରିବେଶ ସୁରକ୍ଷା ଓ କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଆଜି ପୁରୀ ଅଭିମୁଖେ ମଟର ସାଇକେଲ ଶୋଭାଯାତ୍ରା ଆରମ୍ଭ କରି ବାଟରେ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚୀ ଥିଲେ ଯେଉଁଠି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଜିଲ୍ଲାପାଳ ଅନିଲ ସାମଲପତାକା ଦେଖାଇ ମହତ ବାର୍ତା ନେଇ ଯାଉଥିବା ଛାତ୍ର ମାନଙ୍କର ସଫଳତାର କାମନା କରିଥିଲେ।ଏହି ଶୋଭାଯାତ୍ରା।ଆସନ୍ତା କାଲି ପୁରୀ ପହଞ୍ଚିବ ଓ ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ କରି ପିଲାମାନେ ଆଠମଲ୍ଲିକ ଫେରି ଆସିବେ। Share on FacebookTweetFollow usSave Post Views: 155
Odisha ପୁରୀରୁ ଲଢ଼ିବେ ମୋଦି ,କନ୍ଧମାଳରୁ ଧର୍ମେନ୍ଦ୍ର NTP Bureau Report 16/03/2019 0 ନୂଆଦିଲ୍ଲୀ (NEWS TIME PRO): ଓଡ଼ିଶାର ୨୧ଟି ଲୋକ ସଭା ଆସନ ପାଇଁ ବିଜେପି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା କରାଯାଇ ନ […]
Odisha ଝରାବେରେଣି ଠାରେ ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କଲେ ବିଧାୟକ NTP Bureau Report 10/02/2019 0 କଣିହାଁ (ଏନଟିପି) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଅଧିନସ୍ଥ ଝରାବେରୀଣି ଗ୍ରାମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]
Odisha CM Lays foundation For Re-Development of Kalinga Studio NTP Bureau Report 25/03/2021 0 Rs 200 Crore to be Invested; Employment Opportunities For 12 thousand , Bhubaneswar 25/03/2021(NewsTimePro) Chief Minister Shri Naveen Patnaik today laid the foundation stone for […]