ଅପରେସନ ଥିଏଟରରେ ଡାକ୍ତର ନର୍ସଙ୍କୁ ଦେଲେ ଚୁମ୍ବନ Posted on 10/10/201910/10/2019 by NTP Bureau Report ମଧ୍ୟପ୍ରଦେଶ(ଏନଟିପି): ଅପରେସନ ଥିଏଟରରେ ଡାକ୍ତରଙ୍କ ସହ ନର୍ସ ର ରାଶଲୀଳା । ନର୍ସ କୁ ଡାକ୍ତର ଜଣଙ୍କ ଚୁମ୍ବନ ଦେଉଥିବା ଭିଡ଼ିଓ ଏବେ ମୋବାଇଲ କୁ ମୋବାଇଲ ଘୁରି ବୁକୁଛି।ଏହି ଭିଡିଓ ପାଇଁ ଜଣେ ସିବିଲ ସର୍ଜନ ର ଚାକିରି ଚାଲିଯାଇଛି । ଏହି ଘଟଣା ମଧ୍ୟପ୍ରଦେଶ ର ଉଜ୍ଜୈନ ର ଅଟେ । ସେଠାକାର ଜିଲ୍ଲା ହସ୍ପିଟାଲ ର ସିବିଲ ସର୍ଜନ ର ଏକ ଭିଡିଓ ଆସିଲା, ଯେଉଁଥିରେ ସେ ଅପରେଶନ ଥିଏଟର ଭିତରେ ନର୍ସ କୁ କିସ କରୁଥିଲେ । ୬ ସେକେଣ୍ଡ ର ଭିଡିଓ ଅଟେ । କିଛି ବୁଝିବା ଆଗରୁ ଭିଡିଓ ସରିଯାଏ । ସେତେବେଳେ ଅପରେଶନ ଥିଏଟର ରେ ଅପରେଶନ ଚାଲୁଥିଲା । ଏମିତି କୌଣସି ଖବର ଆସିନାହିଁ କି ସର୍ଜନ ଜଣଙ୍କ ଜବରଦସ୍ତି ନର୍ସକୁ କିସ କରିଥିବାର । ଏମିତି ବି କୌଣସି ଅଭିଯୋଗ ଆସି ନାହିଁ ନା ଦେଖିଲେ ଲାଗେ କି କୌଣସି ଜୋର ଜବରଦସ୍ତି କରାଯାଇଛି । ତଥାପି ଲୋକ ଏହାକୁ ଅଶ୍ଳୀଳ ଭିଡିଓ ବୋଲି କହୁଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରମୁଖ ସଚିବଙ୍କୁ ସେହି ହସପିଟାଲକୁ ଯିବାର ଥିଲା । ତାଙ୍କ ଯିବାର ଦୁଇ ଘଣ୍ଟା ପୂର୍ବରୁ ଏହି ଭିଡିଓ ଭାଇରାଲ ହେଲା । ଖବର ଅନୁସାରେ ଭିଡିଓ ରେ ଥିବା ନର୍ସଙ୍କର ମୋବାଇଲ ରୁ ଏହି ଭିଡିଓ କରାଯାଇଥିଲା । ସେହିଠାରୁ ଭିଡିଓ ଡିପାର୍ଟମେଣ୍ଟାଲ ଗ୍ରୁପ ରେ ପହଞ୍ଚିଲା । ଭିଡିଓ ଭାଇରାଲ ହେବାର ଖବର ଶୁଣିବା ମାତ୍ରେ ଆରୋପି ସିବିଲ ସର୍ଜନ ତାଙ୍କର ମୋବାଇଲ ବନ୍ଦ କରିଦେଲେ ।ଭିଡିଓ ଭାଇରାଲ ହେବାର ଖବର ପ୍ରଶାସନକୁ ମିଳିଲା । ଜିଲ୍ଲା କଲେକ୍ଟର ଶଶାଙ୍କ ମିଶ୍ରା ଆରୋପି ସିବିଲ ସର୍ଜନ ଙ୍କୁ ଚାକିରିରୁ ବାହାର କରିଦେଲେ, କହିଲେ କି ଅଧିକାରୀ ହସ୍ପିଟାଲ ଭିତରେ ଏମିତି କାମ କରି ପାରିବେ ନାହିଁ । ଏହି ମାମଲାର ଯାଞ୍ଚ କରିବାର ଆଦେଶ ବି ଦେଇଛନ୍ତି । PTI ଙ୍କ ସହିତ କଥା ହେବାବେଳେ ଜିଲ୍ଲା କଲେକ୍ଟର କହିଲେ କି, “ମୁଁ ତାଙ୍କୁ ଡିଷ୍ଟ୍ରିକ୍ଟ ହସ୍ପିଟାଲ ର ସିବିଲ ସର୍ଜନ ପୋଷ୍ଟରୁ ହଟାଇ ଦେଇଛି । ନୋଟିସ ଜାରି କରି ତାଙ୍କୁ ଏହି ବ୍ୟବହାରର କାରଣ ବି ମଗା ଯାଇଛି ।” ଦେଖନ୍ତୁ ଭିଡ଼ିଓ ଟିକୁ କେମିଟି ଡାକ୍ତର ଦେଉଛନ୍ତି ଚୁମ୍ବନ :👇👇👇👇👇👇👇👇👇👇👇👇👇👇👇👇👇 ଅପରେସନ ଥିଏଟରରେ ଡାକ୍ତର ନର୍ସଙ୍କୁ କିସ ଦେଉଥିବାର ଦୃଶ୍ୟ 👆👆👆 Share on FacebookTweetFollow usSave Post Views: 431
NATIONAL କର୍ଣ୍ଣାଟକରେ ରାଜନୈତିକ ସଙ୍କଟ : ଇସ୍ତଫା ଦେଲେ ଜେଡିଏସ ଓ କଂଗ୍ରେସର ସମସ୍ତ ମନ୍ତ୍ରୀ NTP Bureau Report 08/07/2019 0 କର୍ଣ୍ଣାଟକ :(ଏନଟିପି) : କର୍ଣ୍ଣାଟକ ରେ କଣ ହେବ ରାଜନୈତିକ ଭବିଷ୍ୟତ।ଗଣତନ୍ତ୍ରରେ କଣ ଏମିତି ସମ୍ଭବ ହୁଏ।କାହିଁକି ଜେଡିଏସ ଓ କଂଗ୍ରେସ ର ମନ୍ତ୍ରୀ ସମେତ ବିଧାୟକ ମାନେ ଇସ୍ତଫା ପଛର ରହସ୍ୟ କଣ। […]
NATIONAL ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ଉପରେ ଐତିହାସିକ ରାୟ NTP Bureau Report 09/11/2019 0 ନୂଆଦିଲ୍ଲୀ(ଏନଟିପି): ଅଯୋଧ୍ୟା ରାମ ଜନ୍ମଭୂମି ଉପରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଅଯୋଧ୍ୟା ରାମଜନ୍ମଭୂମି ଓ ବାବ୍ରି ମସଜିଦ୍ ରାୟ ଉପରେ ସମସ୍ତଙ୍କର ନଜର ରହି ଥିଲା । ବର୍ତ୍ତମାନ ଆସିଥିବା ରାୟରେ ୧୮୫୭ […]
NATIONAL ଶାହୀନବାଗରେ ୧୪୪ ଧାରା ଲାଗୁ NTP Bureau Report 01/03/2020 0 ନୂଆଦିଲ୍ଲୀ(ଏନଟିପି): ଦେଶର ରାଜଧାନୀ ଦିଲ୍ଲୀର ଶାହୀନବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନକୁ ଆଜି ହିନ୍ଦୁ ସେନା ବିରୋଧ କରିଛି । ସ୍ଥିତିକୁ ସୁଧାରିବା ପାଇଁ ଦିଲ୍ଲୀ […]