ମଞ୍ଚରେ ନାଚିଲେ ବିଧାୟକ ତାରା Posted on 04/10/201904/10/2019 by NTP Bureau Report ଭୁବନେଶ୍ୱର(ଏନଟିପି): ପାଠ ପଢାଇ ଓ ବିଧାୟକ ରାସ୍ତା ମରାମତି କରି ପ୍ରଶଂସା ସାଉଁଟୁ ଥିବା ବେଳେ ସେପଟେ ପୁଣି ନିଜର ନିଆରା ଅନ୍ଦାଜ ଦେଖାଇଛନ୍ତି ବିଧାୟକ ତାରା ବାହିନୀପତି। ମଞ୍ଚରେ ଗୀତର ତାଳେ ତାଳେ ନାଚି ବିନଦାସ ପଣ ଦେଖାଇଛନ୍ତି ତାରା। ଦଶହରା ପାଇଁ ଜୟପୁର ଝଲସୁଥିବା ବେଳେ ଦଶହରା ମହୋତ୍ସବ ମଞ୍ଚରେ ତାରାଙ୍କ ଉପସ୍ଥିତି ଦର୍ଶକଙ୍କୁ ବେଶ ଆନନ୍ଦ ଦେଇଛି। ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗାୟିକା ପମୀଙ୍କ ତାଳେ ତାଳେ ନାଚିଥିଲେ ତାରା ବାହିନୀପତି। ଏହାକୁ ଦର୍ଶକ ବି ବେଶ ପସନ୍ଦ କରିଥିଲେ। Share on FacebookTweetFollow usSave Post Views: 309
Odisha NATIONAL ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ ସହିଦ ଯବାନଙ୍କ ଘରୁ ସଂଗ୍ରହ କଲେ ମାଟି, ସ୍ମାରକ ସ୍ଥଳରେ ସ୍ଥାପନ ହେବ କଳସ NTP Bureau Report 14/02/2020 0 ଭୁବନେଶ୍ୱର(ଏନଟିପି) : *୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ଶହୀଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ […]
Odisha Tata Steel Meramandali organises training for farmers on Pisciculture NTP Bureau Report 22/12/2021 0 Dhenkanal(NewsTimePro): Steel Meramandali in partnership with National Federation of Fishers Cooperative Limited (FISHCOFED), Government of India, organised a training cum exposure visit for farmers on […]
Odisha Political Tadka ଜଳେଶ୍ୱରରେ ୧୯ ବର୍ଷର ହିସାବ ମାଗିଲେ ; ଧର୍ମେନ୍ଦ୍ର NTP Bureau Report 13/01/2019 0 ବାଲେଶ୍ୱର(ଏନ. ଟି.ପି.) ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ସୁଗୋ ଗ୍ରାମପଞ୍ଚାୟତ ଠାରେ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ବ୍ୟାସ କବି ଫକୀର […]