ବାଇକ – ସାଇକେଲ ଧକ୍କା,୧ ଗୁରୁତର Posted on 24/04/201924/04/2019 by NTP Bureau Report କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ବାଲିଆ ନିକଟରେ ଥିବା ନିଗମ ଫିଲିଙ୍ଗ୍ ଷ୍ଟେସନ ସାମ୍ନାରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି ।ଘଟଣା ସ୍ଥଳରେ ଗ୍ରାମୀଣ ବିକାଶ ଯୁବକ ସଂଘର ସଭାପତି ଆଶିଷ ଦାସ ଏବଂ ସଭ୍ୟ ବିକାଶ ଭଦ୍ର, କୀର୍ତ୍ତି ତ୍ରିପାଠୀ, ଜିତେନ୍ଦ୍ର ଆଚାର୍ଯ୍ୟ ପହଞ୍ଚି ଦୁର୍ଘଟଣା ରେ ଆହତ ହୋଇଥିବା ଯୁବକଙ୍କୁ କେନ୍ଦ୍ରାପଡା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସହିତ ଦୁର୍ଘଟଣାଗ୍ରସ୍ତ ହୋଣ୍ଡା ୟୁନିକର୍ଣ ବାଇକ ଟିକୁ ସ୍ଥାନୀୟ ଭାଗବତପୁର ସରପଞ୍ଚ ଚିତ୍ତରଞ୍ଜନ ବେହେରାଙ୍କୁ ଭାଗବତପୁର ପଞ୍ଚାୟତ ଅଫିସ୍ ରେ ଜିମା ଦେଇଛନ୍ତି ।ଦୁର୍ଘଟଣା ଘଟାଇଥିବା ଯୁବକଙ୍କ ଘର ଆଳି ଅଞ୍ଚଳରେ ଏବଂ ସେ ଅନ୍ୟମନସ୍କ ହୋଇ ସାଇକେଲ ଆରୋହୀଙ୍କ ଦୁର୍ଘଟଣା ଘଟାଇ ଡିଭାଇଡର ସହ ବାଡେଇ ହୋଇ ପଡିଥିବା ସ୍ଥାନୀୟ ଅଞ୍ଚଳରୁ ସୂଚନା ମିଳିଛି । ତେବେ ସାଇକେଲ ଆରୋହୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି. Share on FacebookTweetFollow usSave Post Views: 144
Odisha ଜିଲ୍ଲାକାର୍ଯ୍ୟାଳୟରୁ ବାହାରିଲା EVM,VVPAT ପ୍ରଦର୍ଶନୀ ଗାଡି NTP Bureau Report 20/02/2019 0 ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାରେ ଭୋଟର ମାନଙ୍କୁ ଇ ଭି ଏମ ଓ ଭି ଭି ପାଟ ବ୍ୟବହାର ସମ୍ପର୍କରେ ସଚେତନ କରିବା ପାଇଁ ଆଜି ଏକ ସଚେତନତା ଗାଡିର ଶୁଭାରମ୍ଭ ଜିଲ୍ଲାପାଳ ମନୋଜ କୁମାର […]
Odisha କେଉଁ କେଉଁ ଦୋକାନ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ରସରକାର NTP Bureau Report 25/04/2020 0 ନୂଆଦିଲ୍ଲୀ(ଏନଟିପି): ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଆବାସିକ […]
Odisha ନିର୍ବାଚନ ଦାୟିତ୍ୱ ସହ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରୀତାକୁ ପ୍ରାଥମିକତା –ଜିଲ୍ଲାପାଳ NTP Bureau Report 11/02/2019 0 ଅନୁଗୋଳ (ଏନଟିପି) ଅନୁଗୋଳରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ।୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ […]