ମୋଦିଙ୍କ ଉପରେ କଣ ଆରୋପ ଲଗାଇଲା କଂଗ୍ରେସ Posted on 24/04/201924/04/2019 by NTP Bureau Report ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଛି କଂଗ୍ରେସ । ଟୁଇଟ୍ କରି ମୋଦୀ ଏକ ବଡ଼ ଘୋଷଣା ନ କରି ଜନତାଙ୍କଠାରୁ ଲୁଚାଇ ରଖିଛନ୍ତି ବୋଲି କଂଗ୍ରେସର ପ୍ରବକ୍ତା ରଣଦୀପ୍ ସିଂହ ସୁର୍ଜେଓ୍ଵାଲା ଆରୋପ ଲଗାଇଛନ୍ତି । ମେ ୨୩ ପରେ ପେଟ୍ରୋଲ-ଡିଜେଲ ଦର ୫-୧୦ଟଙ୍କା ବଢ଼ାଇବା ପାଇଁ ମୋଦୀ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ନିଜ ଟୁଇଟ୍ରେ ଜଣାଇଛନ୍ତି ରଣଦୀପ୍ । Share on FacebookTweetFollow usSave Post Views: 210
NATIONAL ଆସାମରେ ବନ୍ୟା ସ୍ଥିତି ସଙ୍ଗିନ ,ଜଳଘେରା ବନ୍ଦୀରେ ଲୋକେ NTP Bureau Report 16/07/2019 0 ଆସାମ: ଆସାମରେ ବନ୍ୟା ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିବା ବେଳେ ସରକାର ରେଡ ଆଲର୍ଟ ଜାରି କରିଛନ୍ତି । ବନ୍ୟାରେ ରାଜ୍ୟର ୩୩ଟି ଜିଲ୍ଲାର ୪୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠୁ […]
NATIONAL BUDGET HIGHLIGHTS 2019 NTP Bureau Report 01/02/2019 0 Tax Within 2 years, Tax assessment will be done electronically IT returns processing in just 24 hours Minimum 14% revenue of GST to states by […]
NATIONAL ସୁପ୍ରିମକୋର୍ଟ ରେ ଅଯୋଧ୍ୟା ଶୁଣାଣି ଆରମ୍ଭ NTP Bureau Report 06/08/2019 0 ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ରାମ ଜନ୍ମ ଭୂମି-ବାବ୍ରୀ ମସଜିଦ ଜମି ବିବାଦ ମାମଲା ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ଜୁଲାଇ ୩୧ ତାରିଖରେ ଏହି ମାମଲାର ସମାଧାନ ପାଇଁ ଚେଷ୍ଟା […]