ଜିଲ୍ଲାକାର୍ଯ୍ୟାଳୟରୁ ବାହାରିଲା EVM,VVPAT ପ୍ରଦର୍ଶନୀ ଗାଡି Posted on 20/02/201920/02/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାରେ ଭୋଟର ମାନଙ୍କୁ ଇ ଭି ଏମ ଓ ଭି ଭି ପାଟ ବ୍ୟବହାର ସମ୍ପର୍କରେ ସଚେତନ କରିବା ପାଇଁ ଆଜି ଏକ ସଚେତନତା ଗାଡିର ଶୁଭାରମ୍ଭ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପତାକା ଦେଖାଇ କରିବା ସହ ସଚେତନତା ବାର୍ତା ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ଗାଡ଼ିରେ ସମସ୍ତ ଦରକାରୀ ପ୍ରଚାର ସାମଗ୍ରୀ ରଖାଯାଇଛି ଓ ଏଲ ଇ ଡି ସାହାଯ୍ୟରେ ନୈତିକ ମତଦାନକୁ ନେଇ ଜନସାଧାରଣ ମାନଙ୍କୁ ସଚେତନ କରାଯିବ।ଏହି ଗାଡି ଚଳିତ ମାସ ବାଇସ ତାରିଖ ପର୍ଯ୍ୟନ୍ତ ମୁଖ୍ୟତଃ ଜନଗହଳି ସ୍ଥାନ ରେ ବୁଲି ସଚେତନ କରିବ ଯାହାର ଗତିପଥ ନିର୍ଦ୍ଧାରଣ ଓ ପରିଚାଳନା ଦାଇତ୍ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଦିଆଯାଇଛି।ଏହି ଗାଡି ପହଂଚିବା ସ୍ଥାନରେ ଭୋଟର ସଚେତନତା ଫୋରମ, ଚୁନାଓ ପାଠସାଲା ଓ ଭୋଟର ସ୍ୱାକ୍ଷରତା କ୍ଳବ ର କର୍ମକର୍ତା ମାନେ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମ ରେ ସହଯୋଗ କରିବେ। Share on FacebookTweetFollow usSave Post Views: 178
Odisha Business NTPC achieves highest daily gross generation of 977.07 MU NTP Bureau Report 30/07/2020 0 Angul(NewsTimePro): Country’s largest power generation company, NTPC Ltd has achieved the highest daily gross generation of 977.07 Million Unit (MU) on 28th July, 2020. NTPC’s […]
Odisha Business ଅନୁଗୋଳ ଟାଟା ପ୍ରୋଜେକ୍ଟ ଲିମିଟେଡ଼ ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି,୨୩ ରେ ୱାକ ଇନ ଇଣ୍ଟରଭିଉ NTP Bureau Report 18/02/2020 0 ଭୁବନେଶ୍ୱର(ଏନଟିପି): ଅନୁଗୁଳ ଟାଟା ପ୍ରୋଜେକ୍ଟ ଲିମିଟେଡ୍ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଫେବ୍ରୁଆରି ୨୩ (ରବିବାର) ଅନୁଷ୍ଠିତ ହେବ ଓ୍ଵାକ୍ ଇନ୍ ଇଣ୍ଟରଭ୍ୟୁ। ଷ୍ଟିଲ୍ ମେଲ୍ଟିଂ ସପ୍, […]
Odisha NATIONAL ଲକଡାଉନ ନିୟମ ନମାନିଲେ ଗୁଳି NTP Bureau Report 25/03/2020 0 ହାଇଦ୍ରାବାଦ(ଏନଟିପି): କରୋନା ଏବେ ବିଶ୍ୱ ମହାମାରୀ।ମହାମାରୀ ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରି ଠାରୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ […]