ବ୍ୟୁରୋ (ଏନଟିପି)
ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ? ଏହା ପଚାରିବାର କାରଣ ଏହାର ପ୍ରଭାବ ଆପଣଙ୍କ ସ୍ବଭାବ ଓ ବ୍ୟକ୍ତିତ୍ବ ଉପରେ ପଡିଥାଏ । କିଛି ଅକ୍ଷର ଏମିତି ହୋଇଥାଏ ଯାହା ଆମ ଆଖପାଖ ବହୁତ ଲୋକଙ୍କ ନାମରେ ରହିଥାଏ ଏବଂ କିଛି ଅକ୍ଷର ଏମିତି ମଧ୍ୟ ରହିଥାଏ ଯାହା ବହୁତ କମ୍ ଲୋକଙ୍କ ନାମରେ ଶୁଣାଯାଇଥାଏ । ଯଦି ଆପଣଙ୍କ ଆଖପାଖରେ ‘S’ ଅକ୍ଷର ଥିବା ଲୋକ ବହୁତ ଅଛନ୍ତି ତେବେ ଆପଣଙ୍କୁ ଜାଣିବା ଦରକାର କି ପ୍ରକୃତରେ ଏମାନେ କେମିତି? S ଅକ୍ଷର ଲୋକମାନେ କେମିତି ଓ କେଉଁ ପ୍ରକୃତିର ଆସନ୍ତୁ ଜାଣିବା।
